Spread the love


ହାଇକୋର୍ଟରେ ଭରତପୁର ମାମଲାର ଶୁଣାଣି । ପୀଡ଼ିତାଙ୍କ ଉପରେ ବିରକ୍ତି ପ୍ରକାଶ କଲେ କୋର୍ଟ ।
ହାଇକୋର୍ଟରେ ଭରତପୁର ଥାନା ମାମଲାର ଶୁଣାଣି । ମେଜରଙ୍କ ବାନ୍ଧବୀଙ୍କ ଆଘାତ ରିପୋର୍ଟ ଦାଖଲ ପାଇଁ କ୍ରାଇବ୍ରାଞ୍ଚକୁ ନିର୍ଦ୍ଦେଶ ।


ଉଚ୍ଚ ନ୍ୟାୟାଳୟ ରେ ଭରତପୁର ଥାନା ମାମଲାର ଶୁଣାଣି । ମେଜର ବାନ୍ଧବୀଙ୍କ ଆଘାତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ମେଜରଙ୍କ ବାନ୍ଧବୀଙ୍କ ଏମ୍ସ ମେଡିକାଲ ଇଞ୍ଜୁରୀ ରିପୋର୍ଟ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଇଛନ୍ତି । ଅକ୍ଟୋବର ୩ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କ ନାଁରେ ହୋଇଥିବା ମାମଲା ଖାରଜ କରିବାକୁ ଆବେଦନ ହୋଇଥିଲା । ଥାନାରେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ ଓ କାମୁଡି ଦେଇଥିବା ଅଭିଯୋଗରେ ମାମଲା ରୁଜୁ ହୋଇଛି । ସେହି ମାମଲା ଖାରଜ କରିବାକୁ ହାଇକୋର୍ଟରେ ଆବେଦନ ହୋଇଥିଲା । ମାମଲାର ଶୁଣାଣି ସମୟରେ ଖଣ୍ଡପୀଠ ମେଜରଙ୍କ ବାନ୍ଧବୀଙ୍କ ଉପରେ ବିରକ୍ତି ପ୍ରକାଶ କରିଥିବା ସୂଚନା ମିଳିଛି

Leave a Reply

Your email address will not be published. Required fields are marked *

You Missed