Spread the love

ନେଇଗଲେକୋଟିଏ !.
ସରକାରୀ ଆକାଉଣ୍ଟରୁ ନିଜ ଖାତାକୁ ୧ କୋଟି ୫ ଲକ୍ଷ ଟ୍ରାନ୍ସଫର
ସରକାରୀ ପାଣ୍ଠି ନିଜ ଖାତାକୁ ଟ୍ରାନ୍ସଫର କରି ଫସିଲେ ସରକାରୀ ବାବୁ
ମତ୍ସ୍ୟ ସମ୍ପଦ ବିଭାଗ ଉପନିର୍ଦ୍ଦେଶକ ବସନ୍ତ ଦାସଙ୍କ ୫ଟି ସ୍ଥାନରେ ରେଡ୍
କଟକ କାର୍ଯ୍ୟାଳୟ ସହ ଭୁବନେଶ୍ୱର, ପୁରୀ, ଭଦ୍ରକରେ ଭିଜିଲାନ୍ସ ଚଢ଼ାଉ
୨୦୨୪-୨୫ ଆର୍ଥିକ ବର୍ଷରେ ୧.୦୫ କୋଟି ଟଙ୍କା ଟ୍ରାନ୍ସଫର ଅଭିଯୋଗ
ପୁରୀ ଏସ୍‌ବିଆଇ ଶାଖାର ବ୍ୟକ୍ତିଗତ ଆକାଉଣ୍ଟକୁ ପଠାଇ ଟଙ୍କା ଉଠାଣ!.

Related Post

Leave a Reply

Your email address will not be published. Required fields are marked *

You Missed