Spread the love

ସ୍ମାର୍ଟ ସିଟି ହେବ କଟକ ସହର- ମୁଖ୍ୟମନ୍ତ୍ରୀ

କଟକରେ ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ଆଗାମୀ ଦିନରେ କଟକ ସହର ସ୍ମାର୍ଟି ସିଟି ଭାବେ ପରିଚିତ ହେବ’
କଟକକୁ ସ୍ମାର୍ଟ ସିଟି କରିବା ଦିଗରେ ସରକାର ସଚେତନ ଅଛନ୍ତି’‘କଟକ ସହରକୁ ସ୍ମାର୍ଟ କରିବା ପାଇଁ ବହୁ ଦାବି ହୋଇଆସିଛି’
‘ପରବର୍ତ୍ତୀ ପର୍ଯ୍ୟାୟରେ କଟକ ଆସିଲେ ଏନେଇ ରିଭ୍ୟୁ କରିବି’

Leave a Reply

Your email address will not be published. Required fields are marked *