ବର୍ଷେ ତଳେ ପାରାଦୀପରେ ₹୨୨୦ କୋଟିର କୋକେନ (୨୨ କେଜି) ସହ ଧରାପଡ଼ିଥିବା ଭିଏତନାମର Asia Pacific Shipping Company Ltdର ଜାହାଜ ଚାଳକ ମୁକ୍ତି ପାଇଲେ।
ଅନ୍ୟ ଚାଳକ ଆସିବା ପରେ Customs ବିଭାଗ ଯିବା ପାଇଁ ଅନୁମତି ଦେଲା।
ଜାହାଜକୁ ସ୍କ୍ରାପରେ ବିକିବାକୁ ହାଇକୋର୍ଟଙ୍କ ନିର୍ଦେଶ। ଏଥିରୁ ପାରାଦୀପ ବନ୍ଦର ନିଜ ଚାର୍ଜ ବାବଦରେ ₹୭.୯୫ କୋଟି ପାଇବ!