Spread the love

ଏସ୍ରାଏଲ ହମାସ ଯୁଦ୍ଧ୍ୟ ଏକ ବର୍ଷ ହେଲା ଲାଗି ରହିଛି କେହି କାହାରିକୁ ଛାଡିବାକୁ ନାରାଜ. ବର୍ତମାନ ଏକ ନୂଆ ନିଷ୍ପତ୍ତି ନେଉଛନ୍ତି ଏସ୍ରାଏଲ ମୁଖିଆ ନେତ୍ୟାନେହୁ.ଯେତେ ବନ୍ଧକ ରଖିଛି ହମାସ ସେମାନଂକୁ ପ୍ରଚୁର ଅର୍ଥ ଦେଇ ଫେରେଇ ଅଣାଯିବ..

ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ପ୍ରତ୍ୟେକ ବନ୍ଧକଙ୍କ ପାଇଁ ପ୍ରାୟ ୫୦ ଲକ୍ଷ ଡଲାର ଅର୍ଥାତ ୩୮ କୋଟି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, ‘ଯେଉଁମାନେ ଗାଜାର ଚକ୍ରବ୍ୟୁହ ମଧ୍ୟରୁ ବାହାରିବାକୁ ଚାହୁଁଛନ୍ତି, ସେମାନଙ୍କୁ ମୁଁ କହିବାକୁ ଚାହୁଁଛି ଯେ, ଯେକେହି ବି ଆମକୁ ପଣବନ୍ଦୀ ହସ୍ତାନ୍ତର କରିବେ ତାଙ୍କ ପରିବାରକୁ ବାହାରକୁ ଯିବାକୁ ସୁରକ୍ଷିତ ରାସ୍ତା ଦିଆଯିବ। ଏହା ସହିତ ପ୍ରତ୍ୟେକ ବନ୍ଧକଙ୍କ ପିଛା ୩୮ କୋଟି ଟଙ୍କା ବି ପ୍ରଦାନ କରାଯିବ। ଆପଣ ନିଷ୍ପତ୍ତି ନିଅନ୍ତୁ କ’ଣ କରିବେ।’

Related Post

Leave a Reply

Your email address will not be published. Required fields are marked *

You Missed