Spread the love

ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଦେଶ ଛାଡିଛନ୍ତି। ଏହି ସମୟରେ ବିକ୍ଷୋଭକାରୀ ଆବାସରେ ପଶି ଭଙ୍ଗାରୁଜା ସହ ଚୋରି କରିଛନ୍ତି। ବିକ୍ଷୋଭକାରୀ ଶେଖ ହସିନାଙ୍କ ରୁମରୁ ତାଙ୍କ ଶାଢୀ ପର୍ଯ୍ୟନ୍ତ ନେଇଯାଇଛନ୍ତି। ଏପରିକି ବାସଭବନରେ ରହିଥିବା ଖାଦ୍ୟକୁ ମଧ୍ୟ ଖାଉଥିବାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହୋଉଛି। ଏହା ପୂର୍ବରୁ ବାସଭବନରେ ପ୍ରବେଶ କରି ଖଟ ଉପରେ ଶୋଇ ଭିଡିଓ କରୁଥିବା ନଜର ଆସିଛନ୍ତି।”
“ଅନ୍ୟପଟେ, ଦେଶରେ ଛାତ୍ର ଆନ୍ଦୋଳନ ହିଂସାତ୍ମକ ହେବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଶେଖ ହସିନା ଆସି ଭାରତରେ ପହଞ୍ଚଥିବା କୁହାଯାଉଛି। ମିଡ଼ିଆ ରିପୋର୍ଟ ଅନୁଯାୟୀ ଶେଖ ହସିନାଙ୍କ ବିମାନ ହିଣ୍ଡନଏୟାର ବେସରେ ଅବତରଣ କରିଛି। ବିମାନଟି ହିଣ୍ଡନ ଏୟାରବେସରେ ଅପରାହ୍ନ ୫:୩୬ ରେ ଅବତରଣ କରିଥିଲା।”

Related Post

Leave a Reply

Your email address will not be published. Required fields are marked *

You Missed