ଲୁହl ଚୋରା ଚାଲାଣ ରେ ସାମିଲ ଥିବା ଦୁଇ ମୁଖ୍ୟ ଙ୍କୁ ଗିରଫ କଲା ବାଲିମି ପୋଲିସ
ଖଜୁରିଆକଟl (ଦର୍ଶନ ସମୀକ୍ଷା) 13/4 ଗତ ମାସ 17 ତାରିଖ ରେ ସନ୍ତୋସି ମହାନ୍ତି ଓ ସହଯୋଗୀ ଙ୍କୁ ବାଲିମି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା l ଲୁହl ଚୋରା ଚାଲାଣ ରେ ସାମିଲ ଥିବା ଦୁଇ ମୁଖ୍ୟ ଙ୍କୁ ଗିରଫ କଲା ବାଲିମି ପୋଲିସl ଘଟଣା କୁ ଗୁରୁତ୍ଵ ଦେଇ ଵାଲିମି ପୋଲିସ ତଦନ୍ତ କରିବା ପରେ ଦୁଇ ଯୁବତୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l
ଏହି ଘଟଣା ରେ ଆହୁରି ଅନେକ ସାମିଲ ଥିବା ବେଳେ ଏଥିରେ ସଂପୃକ୍ତ ଥିବା ଦୁଇ ମୁଖ୍ୟ ଙ୍କୁ ଵାଲିମୀ ଥାନା ଅଧିକାରୀ ସଲିଳ କୁମାର ପ୍ରଧାନ ଓ ଅତିରିକ୍ତ ଅଧିକାରୀ ଅନୁରାଗ ମଲ୍ଲିକ ଅଭିଯୁକ୍ତ ସୁମନ୍ତ ସାହୁ 30 କେନ୍ଦ୍ରାପଡ଼ା ଥାନା ପାଣ୍ଡିରି ଓ କlର୍ତିକେଶ୍ୱର୍ ବେହେରା 45 ଥାନା ଚୌଦ୍ୱାର ମୁଣ୍ଡ ମାଳ ଗ୍ରାମ ରୁ ଧରିବା ରେ ସକ୍ଷମ ହୋଇଥିଲେ l ଉଭୟ ଙ୍କ ନାମ ରେ କେସ ନମ୍ବର 59/25,60/25,65/25,69/25 ରୁଜୁ କରି ଗତ କାଲି କୋର୍ଟ ଚାଲାଣ କରିଛନ୍ତି l