Spread the love

ରାହୁଲ ଗାନ୍ଧି-ଜେପି ନଡ୍ଡାଙ୍କ ଗସ୍ତ ନେଇ ବିଜେଡ଼ିର ପ୍ରତିକ୍ରିୟା
ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି
‘ଉଭୟ ଦଳର ନେତା ପ୍ରଚାରକୁ ଆସିବା ସ୍ବାଭାବିକ କଥା’
ଓଡ଼ିଶାରେ କେନ୍ଦ୍ରୀୟ ନେତାଙ୍କ ପ୍ରଚାରର ପ୍ରଭାବ ନାହିଁ’
ପ୍ରଭାବ ପଡ଼଼ୁନଥିବା ପୂର୍ବରୁ ଅନେକ ଥର ପ୍ରମାଣିତ ହୋଇଛି’!.ଓଡିଶା ଜନସାଧାରଣ ଜାଣିଛନ୍ତି କିଏ ସେମାନଙ୍କ ସାଙ୍ଗରେ ଅଛି. ଆଜି ଓଡିଶା ରେ ଯୋଉ ବିକାଶ ହେଉଛି ଦୁନିଆ ଲୋକ ଦେଖୁଛନ୍ତି. ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁ ମୁହୂର୍ତ୍ତରେ ଓଡିଶା କଥା ଚିନ୍ତା କରୁଛନ୍ତି ବିଭିନ୍ନ ଲୋକଭିମୁଖୀ ଯୋଜନା କରାଯାଇଛି. ଓଡିଶା ଲୋକ ବିଜେଡି ସାଙ୍ଗରେ ଅଛନ୍ତି. ସମୟ ଆସିଲେ ସମସ୍ତେ ବୁଝିପାରିବେ.

Related Post

Leave a Reply

Your email address will not be published. Required fields are marked *

You Missed