Spread the love

ରାତିକୁ ଦେଇଛ ରଜନୀଗନ୍ଧା
ଦିନକୁ ଦେଇଛ ସୂରୁଜମୁଖୀ,
ଯାହା ପାଇଁ ଯାହା ତାହା ତ ଦେଇଛ
କାରଣ ତ ନାହିଁ ହେବାକୁ ଦୁଃଖୀ ।

ମିଥ୍ୟାର ଧାରାଟି କ୍ଷଣସ୍ଥାୟୀ କିନ୍ତୁ ମନେ ରଖ….
ସତ୍ୟର ଧାରାଟି ଚିରସ୍ଥାୟୀ। ସେଥିପାଇଁ ସତ୍ୟ ପଥରେ ଚାଲ ସମାଜରେ ଛାତି ଫୁଲେଇ ବଞ୍ଚ ।

ଅର୍ଥ ଲୋଭି ନାରୀ ଆଉ ନାରୀ ଲୋଭି ପୁରୁଷ……
ଏମାନେ କେବେ ବି ସୁଖି ହୋଇ ପାରନ୍ତି ନାହିଁ ।

ନିରନ୍ତର କାମ କରୁଥିବା ବ୍ୟକ୍ତି ଯେ ସଫଳ ହୋଇଥାଏ, ଏ Example ସମସ୍ତଙ୍କ ପାଇଁ କାର୍ଯ୍ୟକାରୀ ନୁହେଁ ବରଂ ନିଷ୍ଠାକୁ ଚାବି ମନେ କରି ଅଗ୍ରସର ହେବା ଉଚିତ୍ ‌ ।

  ଶୁଭ ସକାଳ
  ଜୟ ଶ୍ରୀକୃଷ୍ଣ

Leave a Reply

Your email address will not be published. Required fields are marked *

You Missed