Spread the love

ଯିଏ ଦୋଷ କରି କ୍ଷମା ମାଗେ ସେ ଖୁବ୍ ସାହାସୀ।ଯିଏ ପ୍ରତିଶୋଧ ନ ନେଇ କ୍ଷମା କରିଦିଏ ସେ ଶକ୍ତିଶାଳୀ। ଆଉ ଯିଏ ସବୁକିଛି ଭୁଲିଯାଏ ସେ ବଡ ଖୁସି।

ଯିଏ ହରେଇବାର ଭୟରେ ବଞ୍ଚିନି,ସିଏ କି ଭଲପାଇବା ବୁଝିବ।ଯିଏ ପାଇବାକୁ ଆଶାକରି ହରେଇନି ସିଏ କି ଅବଶୋଷର ଯନ୍ତ୍ରଣା ବୁଝିବ।ଯିଏ ଭୁଲ୍ କରି ଅନୁତାପ କରିନି ସିଏ କି ପ୍ରାୟଶ୍ଚିତ କରିବ।

Shoes ଭିତରେ Pin ରହିଗଲେ ଯେପରି ରାସ୍ତାରେ ଚାଲିବା କଷ୍ଟ ହୁଏ ଠିକ୍ ସେହିପରି Family ଭିତରେ ଶତୃ ରହିଗଲେ Society ରେ ଚାଲିବା କଷ୍ଟ ହୁଏ।

ଦୁନିଆରେ ସବୁ ସମ୍ପର୍କ କେବଳ ରକ୍ତର ହୋଇନଥାଏ। କିଛି ସମ୍ପର୍କ ମଧ୍ୟ ଅଦେଖା ଓ ଅଚିହ୍ନl ହୋଇଥାଏ ଯାହାକି ରକ୍ତର ସମ୍ପର୍କ ଠାରୁ ମଧ୍ୟ ନିଜର ଲାଗିଥାଏ।

      

ରୋହି-ଭାକୁଡ଼କୁ କେହି ନ ଦେଖନ୍ତି
ଡିଆଁ ମାରେ ଫୁଲୁକୁଟି,
ଜ୍ଞାନୀ-ଗୁଣୀ ଜନ ଥାଆନ୍ତି ନୀରବ
ମଞ୍ଚେ ଅଜ୍ଞାନ ଭାଷନ୍ତି ।

ବୋହି ଯାଇଥିବା ପାଣି, ବାହାରି ଯାଇଥିବା କଥା, ବିତି ଯାଇଥିବା ସମୟ ଓ ଚାଲି ଯାଇଥିବା ପିଲା ଦିନ ଜୀବନରେ କେବେ ଫେରି ଆସେ ନାହିଁ ।

ଜୀବନର ଗଳ୍ପ ଏତେ ଛୋଟ ନୁହେଁ ଯେ ଗୋଟିଏ ଦିନରେ ଫୁସକି ଯିବ, ଏଠି ହସିବାକୁ ହେବ କାନ୍ଦିବାକୁ ହେବ ଏ ସବୁକୁ ନେଇ ବଞ୍ଚିବାକୁ ବି ହେବ ।

ପ୍ରିୟ ମଣିଷ ଆଉ Medicine ମଧ୍ୟରେ ବିଶେଷ କିଛି Defferent ନାହିଁ, Medicine ଶାରୀରିକ ଅସୁସ୍ଥତାକୁ ଦୂର କରିଥାଏ ଆଉ ପ୍ରିୟ ମଣିଷଟି Mentality ଅସୁସ୍ଥତା କୁ….।


   


ଯଦି କେବେ ଶୁଣିବେ ଆପଣଙ୍କ ନାମରେ କେହି ଜଣେ ବଦନାମ କରୁଛି ତା ହେଲେ ଜାଣିବେ ଦିନେ ନିଃସ୍ଵାର୍ଥପର ଭାବରେ ଆପଣ ତା’ର ଉପକାର କରିଥିଲେ ।
ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ଓ ମଙ୍ଗଳମୟ ହେଉ ସୁଖ ଶାନ୍ତିରେ ଦିନଟି ଅତିବାହିତ କରନ୍ତୁ l

Related Post

Leave a Reply

Your email address will not be published. Required fields are marked *

You Missed