ସର୍ପ ମନୋନୀତ ଭାବରେ ସାପର ପ୍ରତିଶୋଧ ନେଉଛି
3 ଦିନରେ 5 ଜଣଙ୍କୁ କାମୁଡ଼ିଛି, ସାପର ଚମତ୍କାର ଏବଂ ପୋଲିସ ସମସ୍ତେ ବିଫଳ ହୋଇଛନ୍ତି,
ହାପୁର ସର୍ପର ପ୍ରତିଶୋଧ: ହାପୁର ଜିଲ୍ଲାର ବାହାଦୂରଗଡ ପୋଲିସ ଷ୍ଟେସନ ଅଞ୍ଚଳର ସଦରପୁରରେ ଏକ ବିଷାକ୍ତ ସର୍ପର ଭୟ ରହିଛି। ଏହି ସାପ ଏପର୍ଯ୍ୟନ୍ତ ପାଞ୍ଚ ଜଣଙ୍କୁ କାମୁଡିଛି। ସମସ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଛି, ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଦୁଇ ଶିଶୁ ଅଛନ୍ତି. ଘଟଣା ଟି ଦୁଇ ଦିନ ତଳେ ଘଟିଛି ଉତ୍ତରପ୍ରଦେଶ ର ହାପୁଡ ଜିଲ୍ଲାରେ ବହାଦୁର ଗଡ଼ ଗାଁ ରେ କିଛି ଦିନ ତଳେ ଦୁଇ ଜଣ ନାଗ ନାଗୁଣୀ ବୁଲୁଥିବାର ଲୋକମାନେ ଦେଖିଥିଲେ.. ସ୍ଥାନୀୟ ଲୋକ ଭୟରେ ବନ ବିଭାଗ (ସାପ ଧରାଳି) କୁ ଡାକି ଗୋଟିଏ ସାପକୁ ନେଇ ଯାଇଥିଲେ.. ତାହା ଏକ ନାଗ ଥିଲା… ନାଗୁଣୀ କୁ କେହି ପାଇଲେ ନାହିଁ… ତା ପରେ ପରେ ନାଗୁଣୀ ରାଗରେପ୍ରତିଶୋଧ ନେବା ଆରମ୍ଭ ହେଲା…ପାଞ୍ଚ ଜଣକୁ ମାରିବା ପରେ ଭୟଭିତ ହେଇ ଲୋକମାନେ ପୋଲିସ କୁ ଖବର ଦେଲେ. ପୋଲିସ ଓ ବନ ବିଭାଗ ଚାରିଆଡେ ଖୋଜି ଖୋଜି ନୟନ୍ତ ହେଲେ.. ବର୍ତମାନ ଧୀରେ ଧୀରେ ଗାଁ ଛଡିବା ଆରମ୍ଭ କଲେଣି ସମସ୍ତ ଲୋକ….. ଏହିଭଳି ଖବର ଅନେକ ଥର ଦେଖିବକୁ ମିଳିଛି ପ୍ରମାଣିତ ହେଉଛି ସାପ ବି ପ୍ରତିଶୋଧ ନେଇପାରେ…