Spread the love

ଓମ୍ ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକୋତ୍ସବ

କଟକ, ତା୦୬।୦୧ : ମଦନମୋହନ ମାର୍କେଟ ସ୍ଥିତ ଓମ୍ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ କିଣ୍ଡର ଗାର୍ଡେନ୍ ପ୍ଲେ ସ୍କୁଲ ଆନୁକୁଲ୍ୟରେ ୨୦ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଉଦ୍‌ଘାଟକ ଭାବେ ଗ୍ରାମ୍ୟ ସ୍ୱରାଜର ସଭାପତି ଓ ସମାଜସେବୀ ବ୍ରହ୍ମାନନ୍ଦ ମହାନ୍ତି, ମୁଖ୍ୟ ଅତିଥୁ ଭାବେ ସମାଜସେବୀ ଡ. ଏସ୍ କେ କଲିମୁଲାହା, ମୁଖ୍ୟ ବକ୍ତାଭାବେ ସମାଜସେବୀ
ପ୍ରଫେସର ଅଶୋକ ବାରିକ୍, ସମ୍ମାନୀତ ଅତିଥ୍‌ ଭାବେ କର୍ପୋରେଟର ମିନା ସାହୁ, ସମାଜସେବୀ ଦିବାକର ସାହୁ, ସୁବାଶ ଚନ୍ଦ୍ର
ନାୟକ ପ୍ରମୁଖ ଯୋଗଦେଇ ଶିଶୁମାନଙ୍କୁ ଭଲ ମଣିଷ ହେବା ଦିଗରେ ଦିଗ୍‌ଦର୍ଶନ ପ୍ରଦାନ କରିଥିଲେ । ବିଦ୍ୟାଳୟର ସମ୍ପାଦକ ତଥା ପ୍ରଧାନ ଗୁରୁଜୀ କୈଳାସ ଚନ୍ଦ୍ର ବାରିକ ସ୍ଵାଗତ ଭାଷଣରେ ଅତିଥୁ ପରିଚୟ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟା ସୁକାନ୍ତି ମହାରଣା ବାର୍ଷିକ ବିବରଣୀ ପାଠ କରିଥିଲେ ଓ ଆଚାର୍ଯ୍ୟା କାଦମ୍ବିନୀ ମୁଦୁଲୀ ଧନ୍ୟବାଦ ଅର୍ପଣ କରିଥିଲେ । ଆଚାର୍ଯ୍ୟା ଅଞନା ସେନାପତି,
ଜୟଶ୍ରୀ ପରିଜା, କବିତା ମହାନ୍ତି, ସସ୍ମିତା ପ୍ରିୟଦର୍ଶନୀ ମିଶ୍ର, ଅବନ୍ତୀ ସାହୁ, ଶକୁନ୍ତଳା ରାୟ, କଲ୍ୟାଣୀ ସାହୁ, ରୀତାରାଣୀ ସାହୁ,
ସବିତା ବେହେରା, ଶୁଭଶ୍ରୀ ସେଠୀ, ସ୍ମୃତିଶିଖା ଆଚାର୍ଯ୍ୟ, ନାଜ୍ ବେଗମ୍, ଅଙ୍କିତା ସାହୁ ପ୍ରମୁଖ ସଭାକାର୍ଯ୍ୟ ପରିଚାଳନା କରିବାରେ
ସହଯୋଗ କରିଥିଲେ । ସେହିପରି ଉଦଯାପନ ଉତ୍ସବରେ ଉଦଘାଟକ ଭାବେ ମ୍ୟାନେଜିଙ୍ଗ୍‌ ଟ୍ରଷ୍ଟିର ଚିରଞୟ ସାହୁ, ମୁଖ୍ୟ ଅତିଥ୍‌
ଭାବେ ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞନ ବିଶ୍ଵାଳ, ମୁଖ୍ୟ ବକ୍ତାଭାବେ ସମାଜସେବୀ ମୀରା ବେଉରା, ସମ୍ମାନିତ ଅତିଥ୍‌
ଧୀରେନ୍ଦ୍ରନାଥ ନାୟକ ଓ ଅମରେନ୍ଦ୍ର ମହାପାତ୍ର, ଅକ୍ଷୟ କୁମାର ଦାସ, ସ୍ୱତନ୍ତ୍ର ଅତିଥ୍ୟ ଭାବେ ସନ୍ନ୍ୟାସୀ ଇନ୍ଦ୍ର ନୀଳମାଧବ ଦାସ ପ୍ରମୁଖ
ଯୋଗଦେଇ ଆଜିର ଶିଶୁ କାଲିର ସୁ-ନାଗରିକ ଭାବେ ଉଭା ହେବେ ବୋଲି ମତବ୍ୟକ୍ତ କରିଥିବା ବେଳେ ଉତ୍ସବଟି ସମସ୍ତ
ଆଚାର୍ଯ୍ୟ, ଆଚାର୍ଯ୍ୟମାନଙ୍କ ସହଯୋଗରେ ସଫଳ ହୋଇଥିଲା ।

Leave a Reply

Your email address will not be published. Required fields are marked *

You Missed