Spread the love

ରୂପାୟନ ପରିବାର ଦ୍ବାରା ମହା ବିଷୁବ ସଂକ୍ରାନ୍ତି ପାଳିତ

ଭୁବନେଶ୍ବର, ୧୪/୪(ଦର୍ଶନ ସମୀକ୍ଷା ): ସ୍ଥାନିୟ ଚନ୍ଦ୍ରଶେଖରପୁର ଡି.ଏ.ଭି. ସ୍କୁଲ ସମ୍ମୁଖରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ରୂପାୟନ” ପରିବାର ତରଫରୁ ପବିତ୍ର ମହା ବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ପଥଚାରୀଙ୍କୁ ପଣା ବଣ୍ଟନ ସହ ଓଡିଆ ନବବର୍ଷ ଶୁଭେଚ୍ଛା, ଶୁଭକାମନା ସହ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ରୂପାୟନ ପରିବାରର ମନୋରଞ୍ଜନ ହରିଚନ୍ଦନ, ମମତା ସାହୁ, ବିଶ୍ବ ଭୁଷଣ ରଥ, ବେବିରାଣୀ ଦାସ, ସ୍ମୁତିରେଖା ନାୟକ, ରଶ୍ମିରେଖା ସେଠୀ, ସ୍ନେହଲତା ରାୟ, ତଥାପି ପ୍ରଧାନ, ମଲ୍ଲି ଜେନା, ଅମିତ କୁମାର ପତି, ପିନାକି ରଞ୍ଜନ ଦାସ, ବୀର କିଶୋର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ସହ କାର୍ଯ୍ଯକ୍ରମକୁ ସାଫଲ୍ଯ ମଣ୍ଡିତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ରୂପାୟନର ପ୍ରତିଷ୍ଠାତା ଶ୍ରଦ୍ଧାଞ୍ଜଳି ରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *