ଭୁବନେଶ୍ୱର :ଦର୍ଶନ ସମୀକ୍ଷା
ସତ୍ୟନଗର ଲେଡିଜ୍ ଫୋରମ୍ ର ନବ ନିର୍ବାଚନ ହୋଇଯାଇଅଛି।ଏହି ସଭା ଏକାମ୍ର ହାଟ ଠାରେ ଅନୁଷ୍ଠିତ ହୋଇଯାଇଅଛି।
ଏହି ସଭାରେ ନୂତନ ଭାବରେ ସଭାପତି ଶ୍ରୀମତୀ ଦିପ୍ତିପ୍ରଭା ରଥ, ଉପସଭାପତି ଉମାରାଣୀ ଶତପଥୀ, ସମ୍ପାଦିକା ଶ୍ରୀମତୀ ଅନୁରାଧା ଦାଶ,ସହ ସମ୍ପାଦିକା ଶ୍ରୀମତୀ ଦିପ୍ତି ବେହେରା, କୋଷାଧ୍ୟକ୍ଷ ଶ୍ରୀମତୀ ସୋଭେଦିତା ରୟ,
ଏବଂ ମୂଖ୍ୟ ସଦସ୍ୟା ରୀତା ପଟ୍ଟନାୟକ, କିରଣବାଳା ମିଶ୍ର, ଲକ୍ଷ୍ମୀପ୍ରିୟା ମିଶ୍ର, ସୂର୍ଣ୍ଣବାଳା ନାୟକ ନିଯୁକ୍ତି କରାଗଲା।ଏହି ନିର୍ବାଚନରେ ବନ୍ଦନା ଦାସ କାନୁନଗୋ ସଭାପତିତ୍ବ କରିଥିଲେ।