Spread the love

ଭୁବନେଶ୍ୱର ଭୂମିକମ୍ପ ହେଇନି.ଏହା କିଛି ଲୋକଙ୍କ ମନ ଗଢ଼ା କାହାଣୀ..

ଭୁବନେଶ୍ୱର : କାଲି ସଖାଳ ସାତଟା ରୁ ସାଢେ ସାତଟା ଭିତରେ ଭୂମିକମ୍ପ ହେଇଛି ବୋଲି ସୋସିଆଲ ମିଡ଼ିଆ ରେ ପ୍ରଚାର ଚାଲିଲା. ଧୀରେ ଧୀରେ ଏହି ଖବର ଟି ବିଜୁଳି ବେଗରେ ସାରା ଦେଶରେ ପ୍ରଘଟ ହେଇଥିଲା

କିନ୍ତୁ ଶେଷରେ ଏହା ଗୁଜବ ବୋଲି ଭୂମିକମ୍ପ ମାପ ଯନ୍ତ୍ର କହିଲା. ଠିକ ଅପରାହ୍ନ ରେ ନେସନାଲ ସେଣ୍ଟର ଫର ଶିଷମୋଲୋଜି ବିଭାଗ ୱେବସାଇଟ ରେ ଖୋଜିଲା ବେଳକୁ ସେଠାରେ ନାହିଁ.ଠିକ ତାର ଅଧଘଣ୍ଟା ଦିନ ସାଢେ ତିନିଟା ବେଳକୁ ମିଆଁମର ସମୁଦ୍ର ରେ ଭୁକମ୍ପ ହେଲା ଯାହାର ତୀବ୍ରତା 3.9 ଥିଲା… ଠିକ କାଲି ସନ୍ଧ୍ୟା ବେଳକୁ ଭୁବନେଶ୍ୱର ରେ ଏକ ଅଜବ ଚର୍ଚ୍ଚା ଆରମ୍ଭ ହେଲା.. ପାଞ୍ଜିରେ ରେ ଲେଖାଥିଲା ତେଣୁ ମିଛରେ କିଏ କିଏ ପ୍ରଚାର କରିଥିଲେ…

ପ୍ରଥମେ କିଏ କହିଥିଲା ତାହା ଜଣା ପଡ଼ିନଥିଲା କିନ୍ତୁ ପୁରୁଣା ଭୁବନେଶ୍ୱର ରେ ଜଣେ ବ୍ୟକ୍ତି କହିଥିଲେ ତାଙ୍କ ଘରେ କିଛି ଜୋରରେ ଆବାଜ ହେଇଚି ଅଳ୍ପ ସମୟ ପାଇଁ ଘର ଥରିଥିଲା.କିଏ କହିଲେ ମୁଣ୍ଡ ବୁଲେଇ ପଡ଼ିଗଲି . ଶେଷରେ ପାଣିପାଗ ବିଭାଗ କହିଲେ ବିଶ୍ୱରେ ତିନୋଟି ଜାଗାରେ ଭୂମିକମ୍ପ ହେଇଛି କିନ୍ତୁ ଭୁବନେଶ୍ୱର ରେ ହେଇନି…

Related Post

Leave a Reply

Your email address will not be published. Required fields are marked *

You Missed