Spread the love

ଭଦ୍ରକ ତାରିଖ ୫/୨/୨୫ ଦର୍ଶନ ସମକ୍ଷା ୫ ତମ ବାର୍ଷିକ ଉତ୍ସବ ପାଳନ l
ଭଦ୍ରକ ରୁ ଅବଦୁଲ ଫିରୋଜ ଖାଁ
ଭଦ୍ରକର ପ୍ରସିଦ୍ଧ ଅଗ୍ରଣୀ ଇଂରାଜୀ ମିଡିୟମ ଶିକ୍ଷା ଅନୁଷ୍ଠାନ କେ ସି ସ ପବ୍ଲିକ ସ୍କୁଲର ୫ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି, ଏହି ଉତ୍ସବରେ ସ୍କୁଲର ଅଧ୍ୟକ୍ଷାକ ସେକ ଜମାଲୁଦ୍ଦିନ ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ବହୁ ଜ୍ଞାନୀ ଗୁଣି, ଶିକ୍ଷାବିତ, ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ ଓ ତାଙ୍କର ପିତାମାତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ,ଛାତ୍ର ଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଭଲ ଆଯୋଜନ ହୋଇଥିଲା ଯଥା l ଗୀତ,ନାଚ ଓ ନାଟକ, କିପରି ପିଲାମାନଙ୍କ ଭବିଷ୍ୟତ ଉଜ୍ୱଳ ହେବ,ପିଲା ନାନେ ଦେଶରେ ତଥା ଦେଶ ବାହାରେ ନିଜର ନାମକୁ ସୁପରିଚିତ କରି ସମାଜରେ ଜଣେ ଜଣେ ଭଲ ମଣିଷ ହେବେ ସେହି ବିଷୟରେ ବିଶେଷ ଆଲୋକପାତ କରିଥିଲେ ଅସରାଫ ଅଲି ଖାଁ ,କିପରି ସିଷ୍ଟlଚାରର ଓ ବ୍ୟବହାର ଆଚରଣ ସମାଜରେ ନିହାତି ଗୁରୁତ୍ୱପୁର୍ଣ ଏବଂ ସଂପ୍ତରଙ୍ଗ ମାଧ୍ୟମରେ କିପରି ମଣିଷ ଉପରକୁ ଉଠିବ ଓ ସଫଳ ହେବ ସେହି ବିଷୟରେ ମଧ୍ୟ ସାମାଜକୁ ଓ ପିତାମାତାଙ୍କୁ ବାର୍ତ୍ତା ଦେଇଥିଲେ ଚିଫ ଗେଷ୍ଟ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ କାର୍ତିକ ନାଥ ମଣ୍ଡଳ l ଅଭୟ ସୁଦାର l ଭଦ୍ରକ ଆଡ଼ଭୋକେଟ ସମାଜସେଭି ପୂର୍ବତନ ପରିଷଦ ଅସରାଫ ଅଲି ଖାଁ l ଇଂ ସଂଗୀତା ଦାସ ଚରମ୍ପା ଅଭନ୍ତିକା କଲେଜ ଏବଂ ଆ ଟି ଆଇ କଲେଜ ର ଅଧ୍ୟକ୍ଷ ଶ୍ରୀମତି ସଂଗୀତା ଦାସ ଛାତ୍ର ଛତ୍ରୀ କୁ ମନ୍ତ୍ର ଦେଲେ ଦେଶକୁ ଆଗେଇ ନେବେ ଓ ବାପା ମାଙ୍କ ନାମ ବହୁ ଉଚରେ ରଖିବେ ସେଥିପାଇଁ ଗୀତ ନାଚ ଓ ଡ୍ରାମା ମଧ୍ୟରେ ପିଲାମାନଙ୍କୁ ପରିମାର୍ଜିତ କରିଥାଉ ଏବଂ ଆମ୍ଭର ଏ ହାହିଁ ମୂଳ ଲକ୍ଷ୍ୟ ବୋଲି ବର୍ଣ୍ଣନା କଲେ l ସମାଜସେବି ଅସରାଫ ଅଲି ଖାଁ ଛାତ୍ର ଛାତ୍ରୀ ମାନଙ୍କୁ ଗୁରୁମନ୍ତ୍ର ଦେଇ ଶେଷରେ ନିଜର ମତ ରଖିଥିଲେ l

Leave a Reply

Your email address will not be published. Required fields are marked *