ତୁଷାରକାନ୍ତର ମୁଣି,
ନିଅନ୍ତୁ ସେଥିରୁ ଛାଣି
" ବେଳକୁ ବେଳ ଏହି ମତେ"
ପ୍ରଥମେ ସେମାନେ ( ହିଟଲରଙ୍କ ନାଜୀବାହିନୀ) ଯେତେବେଳେ କମ୍ୟୁନିଷ୍ଟମାନଙ୍କୁ ଆକ୍ରମଣ କରିବାକୁ ଆସିଥିଲେ, ସେତେବେଳେ ମୁଁ ଚୁପ୍ ରହିଥିଲି ଯେହେତୁ ମୁଁ କମ୍ୟୁନିଷ୍ଟ ନଥିଲି,
ତାପରେ ସେମାନେ ଯେତେବେଳେ ସମାଜବାଦୀ, ଶ୍ରମିକ ସଙ୍ଗଠନ କର୍ମକର୍ତ୍ତା, ଇହୁଦୀ(Jews)ମାନଙ୍କ ଉପରେ ଆକ୍ରମଣ କରିବାକୁ ଆସିଲେ, ସେତେବେଳେ ବି ମୁଁ ଚୁପ୍ ରହିଥିଲି କାରଣ ମୁଁ ଏଥରୁ କୈାଣସି ବର୍ଗର ନଥିଲି,
ଶେଷରେ ସେମାନେ ଯେତେବେଳେ ମୋତେ ଆକ୍ରମଣ କରିବାକୁ ଆସିଲେ, ସେତେବେଳେ ମୋ ପାଇଁ କହିବାକୁ କେହି ନଥିଲେ।
(ରଚନା କରିଥିଲେ :-ହିଟଲରଙ୍କ ପ୍ରଳୟ ( Holocost) ସୃଷ୍ଟିକାଳରେ
୧୯୩୮ ମସିହାରୁ ୧୯୪୫ ମସିହା ପର୍ଯ୍ୟନ୍ତ ନାଜୀମାନଙ୍କ ଜେଲରେ ରହିଥିବା ଜର୍ମାନ ଲୁଥର୍ଣ ଧର୍ମଯାଜକ ମାର୍ଟିନ ନିଓମୋଲେର।)
ସେତେବେଳେ ବି ହିଟଲର ସମସ୍ତ ସଂସ୍ଥାଗୁଡ଼ିକୁ କରାୟତ କରି ଏପରି କରିଥିଲେ,ଯାହା ବେଳକୁ ବେଳେ ଘଟି ଆସୁଛି।
ଏହାର କ’ଣ ଅନ୍ତ ନାହଁ?
(Pastor MARTIN NIEMÖLLER – A German Lutheran Priest . He Spent 1938-1945 in a Nazi Concentration Camp.)