ଯାଜପୁରରବଲେବଲେଢାବାସିଲ୍ଘଟଣା!.
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ BJD ନେତ୍ରୀ ଏଲିନା ଦାସ
ବଲେ ବଲେ ଢାବାର ପରିଚାଳନା ନିର୍ଦେଶିକା ଏଲିନା
ହାଇକୋର୍ଟରେ ରିଟ୍ ପିଟିସନ୍ ଦାୟର କଲେ ଏଲିନା
ଏଲିନା ଲିଜରେରେ ଓ ବିନା କାଗଜପତ୍ରରେ ଢାବା ଚଳାଉଥିବା ଅଭିଯୋଗ ହୋଇଥିଲା!.
ହାଇକୋର୍ଟରେ ରିଟ୍ ପିଟିସନ ଦାଏର କଲେ ଏଲିନା
ପିଟିସନ ଦାଏର ପରେ ଏଲିନାଙ୍କ ଓକିଲଙ୍କ ପ୍ରତିକ୍ରିୟା
‘ଢାବା ସହ ଏଲିନା କିମ୍ବା ପରିବାର ଲୋକଙ୍କ ସମ୍ପର୍କ ନାହିଁ’
ମିଥ୍ୟା ଖବର ଦ୍ବାରା ଏଲିନାଙ୍କ ସମ୍ମାନ ହାନି ହୋଇଛି’
‘ମିଥ୍ୟା ଖବର ଉପରେ ରୋକ ଲଗାଇବାକୁ ଓ ଘଟଣାର ତଦନ୍ତ ପାଇଁ ପିଟିସନ୍ ଦାଖଲ’!.