ବାବା ସିଦ୍ଦିକ୍ଙ୍କୁ ହତ୍ୟା: ୨_ଗିରଫ -ମୁମ୍ବାଇ: ବରିଷ୍ଠ NCP ନେତା ବାବା ସିଦ୍ଦିକ୍ଙ୍କୁ ହତ୍ୟା ଘଟଣାର ଛାନଭିନ୍.
୩ ହତ୍ୟାକାରୀଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କଲା ପୋଲିସ
ତୃତୀୟ ଅଭିଯୁକ୍ତ ଫେରାର, ହତ୍ୟାରେ ବ୍ୟବହୃତ ପିସ୍ତଲ ଜବତ
୧୫ ଦିନ ତଳେ ସିଦ୍ଦିକ୍ଙ୍କୁ ହତ୍ୟା ଧମକ ପାଇଁ ୱାଇ ସୁରକ୍ଷା ମିଳିଥିଲା
ବଲିଉଡ୍ ଷ୍ଟାର ସଲମାନ ଖାନ୍ଙ୍କ ଅତି ନିକଟତର ଥିଲେ ସିଦ୍ଦିକ୍.
ସଲମାନଙ୍କ ଲିଙ୍କ୍ ପାଇଁ ବିଷ୍ଣୋଇ ଗ୍ୟାଙ୍ଗ୍ ଉପରେ ସନ୍ଦେହ ବଢ଼ିଲା.
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଆରମ୍ଭ.
ପଶ୍ଚିମ ବାନ୍ଦ୍ରାରୁ ୩ ଥର ବିଧାୟକ ଓ ମନ୍ତ୍ରୀ ବି ହୋଇଥିଲେ ସିଦ୍ଦିକ୍.
