Spread the love

ବର୍ତମାନ ର ମୁଖ୍ୟ ଖବର କଟକରେମଣ୍ଡପବୁଲୁଛନ୍ତି_ମୁଖ୍ୟମନ୍ତ୍ରୀ.
କଟକର ବିଭିନ୍ନ ପୂଜା ମଣ୍ଡପ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ପ୍ରତାପନଗରୀ ପୂଜା ମଣ୍ଡପରୁ ମା’ଙ୍କ ଦର୍ଶନ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ.
କାଲି ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ବୁଲି ମା’ଙ୍କ ଦର୍ଶନ କରିଥିଲେ

‼️ଆଜି ଭାରତ-ବାଂଲାଦେଶ ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ l ପ୍ରଥମ ଥର ପାଇଁ ହାଇଦ୍ରାବାଦରେ ମୁହାଁମୁହିଁ ହେବେ ୨ ଟିମ୍ l ବାଂଲାଦେଶ ବିପକ୍ଷରେ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତୀୟ ଟିମ୍ l ୩ ମ୍ୟାଚ ବିଶିଷ୍ଟ ସିରିଜ୍‌ରେ ଭାରତ ୨-୦ରେ ଆଗୁଆ l

‼️ବିଜୟାଦଶମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ l ବିଜୟାଦଶମୀ ଉପଲକ୍ଷେ ଦେଶବାସୀଙ୍କୁ ଅନେକ ଶୁଭକାମନା l ମାଆ ଦୁର୍ଗା ଓ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରୁ ସମସ୍ତଙ୍କ ବିଜୟ ହେଉ l

‼️ବିଭିନ୍ନ ପୂଜା ମଣ୍ଡପ ପାଖ ଫାଷ୍ଟଫୁଡ୍ ଦୋକାନରେ ଫୁଡ୍ ସେଫ୍ଟି କମିଶନର୍‌ଙ୍କ ଯାଞ୍ଚ l ରସୁଲଗଡ଼, ନୟାପଲ୍ଲୀ, ବରମୁଣ୍ଡା ପୂଜା ବଜାରରେ ଚଢ଼ାଉ l ବାସି ଖାଦ୍ୟ ଓ ରଙ୍ଗ ମିଶା ଖାଦ୍ୟ ବିକ୍ରି ଅଭିଯୋଗରେ ରେଡ୍ l ବିପୁଳ ପରିମାଣର ବାସି ଓ ରଙ୍ଗ ମିଶା ଖାଦ୍ୟ ନଷ୍ଟ କଲା ଟିମ୍ l

‼️ବଣାଇ: ପରିବା ବ୍ୟବସାୟୀଙ୍କ ଉପରେ ମାଡ଼ିଗଲା କାର୍ l ଲହୁଣିପଡ଼ା ଥାନା ଗମ୍‌ଲେଇ ସାପ୍ତାହିକ ହାଟରେ ଅଘଟଣ l ଗୁରୁତର ବ୍ୟବସାୟୀଙ୍କୁ ଆରଜିଏଚ୍‌ରେ ମୃତ ଘୋଷଣା କଲେ ଡାକ୍ତର l

‼️ପରିବା ବ୍ୟବସାୟୀଙ୍କ ଉପରେ ମାଡ଼ିଗଲା କାର l ଲହୁଣିପଡ଼ା ଥାନା ଗମ୍‌ଲେଇ ସାପ୍ତାହିକ ହାଟରେ ଅଘଟଣ l ଗୁରୁତର ବ୍ୟବସାୟୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ l ମୃତ ବ୍ୟବସାୟୀ ରାଉରକେଲାର ପ୍ରଦୀପ ନାୟକ l

Leave a Reply

Your email address will not be published. Required fields are marked *