Spread the love

କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶଂସା ଅଜାଡ଼ି ପକାଇଲେ ସଭାପତି ଜେପି ନଡ୍ଡା
ଆମ ପାର୍ଟିକୁ ଓଡ଼ିଶାବାସୀ ବିଶ୍ବାସକୁ ନେଇଥିବାରୁ କୃତଜ୍ଞତା
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ବିଶେଷ କୃତଜ୍ଞତା

ତାଙ୍କର ଅକ୍ଳାନ୍ତ ପରିଶ୍ରମ ପାଇଁ ମୋଦିଙ୍କ ବାର୍ତ୍ତା ପହଞ୍ଚି ପାରିଲା
ଦଳର ନୀତି ଆଦର୍ଶ ସମସ୍ତଙ୍କ ପାଖରେ ପହଞ୍ଚାଇ ପାରିଲେ
କଠିନ ପରିଶ୍ରମ ପାଇଁ ସଫଳତା ମିଳିଲା କହିଲେ ନଡ୍ଡା!.
ଓଡ଼ିଶାରେ ବିଜେପି ସରକାର- ମୋଦି
ଦଳୀୟ ମୁଖ୍ୟାଳୟରେ ଓଡ଼ିଶା ବିଜୟ ଅବତାରଣା କଲେ ପ୍ରଧାନମନ୍ତ୍ରୀ
ଓଡ଼ିଶା ଓ ସିକ୍କିମ୍‌ରେ କଂଗ୍ରେସ ପୂରା ସଫା ହୋଇଯାଇଛି- ମୋଦି
ବିଜେପି ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି- ପ୍ରଧାନମନ୍ତ୍ରୀ
ଲୋକସଭାରେ ବି ଓଡ଼ିଶାରେ ବହୁତ ଭଲ ଫଳ ହୋଇଛି
ମହାପ୍ରଭୁ ଜଗନ୍ନାଥଙ୍କ ଭୂମିରେ ପ୍ରଥମ ଥର ହେବ ବିଜେପି ସରକାର!.

Related Post

Leave a Reply

Your email address will not be published. Required fields are marked *