Spread the love

ଘସିପୁରା ବିଧାନସଭା ଆସନରୁ ଲଢ଼ିପାରନ୍ତି ସୌମ୍ୟ ପଟ୍ଟନାୟକ
ଆଜି ଏନେଇ ଇଙ୍ଗିତ କରିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟ
ଘଟଗାଁ ମା’ ତାରିଣୀଙ୍କ ଦର୍ଶନ ଅବସରରେ ଗଣମାଧ୍ୟମକୁ ଦେଲେ ସୂଚନା
‘ଏଠାରୁ ଲଢ଼ିବାକୁ ବିଜେପି ତରଫରୁ ପ୍ରସ୍ତାବ ଆସିଛି’!.
‘ଏଠାକାର ସ୍ଥାନୀୟ ଲୋକ ମଧ୍ୟ ମୋ ଉପରେ ଚାପ ପକାଉଛନ୍ତି’
‘ଏନେଇ ମୋତେ ସଦ୍‌ବୁଦ୍ଧି ଦେବାକୁ ମା’ଙ୍କ ଦର୍ଶନ କରିବାକୁ ଆସିଛି’!.
ଖଣ୍ଡପଡ଼ା ସଂପର୍କରେ ମଧ୍ୟ ରୋଚକ ମନ୍ତବ୍ୟ ଦେଲେ ସୌମ୍ୟ
ବିଜେଡି ଏଯାଏ ଖଣ୍ଡପଡ଼ା ପାଇଁ ପ୍ରାର୍ଥୀ ଘୋଷଣା କରିନି’
କାହିଁକି ପ୍ରାର୍ଥୀ ଘୋଷଣା କରିନି, କଣ ରହସ୍ୟ ବୋଲି କହିଲେ ସୌମ୍ୟ!.

Related Post

Leave a Reply

Your email address will not be published. Required fields are marked *

You Missed