Spread the love

ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଅନ୍ତରୀଣ ବଜେଟରେ ୪ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା।
ଗରିବ, ମହିଳା, ଯୁବବର୍ଗ ଏବଂ କୃଷକଙ୍କୁ ପ୍ରାଧାନ୍ୟ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ୫ ବର୍ଷ ବଢ଼ାଯାଇଛି।
୫ ବର୍ଷରେ ୪ କୋଟି ଯୁବବର୍ଗଙ୍କୁ ନିଯୁକ୍ତି, ସୁଦକ୍ଷ ପାଇଁ ଲକ୍ଷ।

୩୨ ଫସଲର ୧୦୯ ଉନ୍ନତ ଅମଳକ୍ଷମ ବିହନ ଚାଷୀଙ୍କୁ ମିଳିବ।
୧କୋଟି ଚାଷୀଙ୍କୁ ପ୍ରାକୃତିକ ଉପାୟରେ ଚାଷ ପାଇଁ ପ୍ରୋତ୍ସାହନ।
ଚାଷୀଙ୍କ ଉତ୍ପାଦର ଷ୍ଟୋରେଜ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା ହେବ।

ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ।
କୃଷି କ୍ଷେତ୍ର ପାଇଁ ୧ ଲକ୍ଷ ୫୨ ହଜାର କୋଟିର ପ୍ରୋତ୍ସାହନ।

କୃଷି କ୍ଷେତ୍ର ଉପରେ ଗୁରୁତ୍ବ ଦିଆଯିବ।
କୃଷି ଉପରେ ଅଧିକ ଗବେଷଣା କରାଯିବ।
ଘରୋଇ କ୍ଷେତ୍ରକୁ ମଧ୍ୟ କୃଷି କ୍ଷେତ୍ର ପାଇଁ ପ୍ରୋତ୍ସାହିତ କରାଯିବ।
ପ୍ରାକୃତିକ ଚାଷ ଉପରେ ଗୁରୁତ୍ବ ଦିଆଯିବ।
ଡାଲି ଜାତୀୟ ଚାଷକୁ ପ୍ରୋତ୍ସାହନ ଦିଆଯିବ।
ତୈଳ ବିହନ ଉତ୍ପାଦନ ଉପରେ ଗୁରୁତ୍ବ ଦିଆଯିବ।
ମାଛ ଚାଷ ଉପରେ ଗୁରୁତ୍ବ ଦିଆଯିବ।
ନୂଆଚାକିରିଆଙ୍କୁପ୍ରୋତ୍ସାହନ!.
ନୂଆ ଚାକିରି କରୁଥିବା ଯୁବବର୍ଗ ଓ ନିଯୁକ୍ତିଦାତାଙ୍କୁ ପ୍ରୋତ୍ସାହନ
ନିଯୁକ୍ତିର ପ୍ରଥମ ମାସ ଦରମା ପ୍ରଦାନ ନେଇ ବଜେଟରେ ଘୋଷଣା
ପ୍ରଥମ ମାସର ଦରମା ୩ଟି କିସ୍ତିରେ ପ୍ରଦାନ କରିବ ଇପିଏଫ୍‌ଓ
ଡିବିଟି ଜରିଆରେ ନୂଆ ଚାକିରିଆଙ୍କ ଖାତାକୁ ଯିବ ପ୍ରୋତ୍ସାହନ ରାଶି
ସର୍ବାଧିକ ୧୫ ହଜାର ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ
ଏହାଦ୍ବାରା ୨ କୋଟି ୧୦ ଲକ୍ଷ ଯୁବକଯୁବତୀ ଉପକୃତ ହେବେ!.
ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ବଜେଟ ପୂର୍ବରୁ ରାଷ୍ଟ୍ରପତିଙ୍କ ଅନୁମୋଦନ ନେଲେ ନିର୍ମଳା।
ନିର୍ମଳାଙ୍କୁ ମିଠା ଦହି ଖୁଆଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ସଂସଦ ଭବନରେ ନିର୍ମଳା ସୀତାରମଣ।
ରାଷ୍ଟ୍ରପତି ଙ୍କ ଅନୁମୋଦନ ଅନୁମୋଦନ ପରେ ସଂସଦରେ ବଜେଟ ଉପସ୍ଥାପନା।
ଓଡ଼ିଶାପାଇଁପୂର୍ବୋଦୟ.
ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ଆରମ୍ଭ ହେବ ପୂର୍ବୋଦୟ.
ପୂର୍ବାଞ୍ଚଳ ରାଜ୍ୟ ସହ ଆଉ ୫ଟି ରାଜ୍ୟ ସାମିଲ ହେବେ
ସ୍କିମରେ ସାମିଲ ହେବେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ
ବିହାରଆନ୍ଧ୍ରପାଇଁଅଜାଡ଼ିଲେ -ବିହାର,ଆନ୍ଧ୍ର ପାଇଁ ବିଶେଷ ଘୋଷଣା କଲେ ଅର୍ଥମନ୍ତ୍ରୀ.
ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
ନୂଆ ଏୟାରପୋର୍ଟ, ମେଡିକାଲ କଲେଜ ପାଇଁ ଅନୁଦାନ ମିଳିବ
ଆନ୍ଧ୍ରପ୍ରଦେଶ ପାଇଁ ବି ବିଶେଷ ଘୋଷଣା କଲେ ଅର୍ଥମନ୍ତ୍ରୀ.
ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବ
ପୋଲାଭରମ ଆନ୍ଧ୍ରର ଜୀବନ ରେଖା କହିଲେ ଅର୍ଥମନ୍ତ୍ରୀ.
ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଯୋଜନାରେ ବି ଅନୁଦାନ ଘୋଷଣା
ଜିଏସ୍‌ଟିକୁ ଅଧିକ ସରଳ କରାଯିବ’
‘କଷ୍ଟମ୍‌ ଡ୍ୟୁଟି କମ କରାଯିବ’
‘କ୍ୟାନସର ମେଡିସିନ୍‌ ଓ ମେଡିକାଲ ଉପକରଣ ଉପରୁ କଷ୍ଟମ୍‌ ଡ୍ୟୁଟି ଛାଡ଼’
‘କ୍ରିଟିକାଲ ମିନେରାଲ ଉପରେ କଷ୍ଟମ ଡ୍ୟୁଟି ଛାଡ଼’
ପିଏମ୍‌ ସୂର୍ଯ୍ୟ ଘର ଯୋଜନା ଉପରେ ଗୁରୁତ୍ବ ଏକ କୋଟି ଘରେ ରୁଫ୍‌ ଟପ୍‌ ସୋଲାର ସ୍ଥାପନ କରାଯିବ
କ୍ଷୁଦ୍ର ଆଣବିକ ରିୟାକ୍ଟର ସ୍ଥାପନ ଉପରେ ଗୁରୁତ୍ବ
ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଗୁରୁତ୍ବ.
ବିହାରରେ ବନ୍ୟା ନିୟନ୍ତ୍ରଣ ଉପରେ ଗୁରୁତ୍ବ ନଦୀ ସଂଯୋଗୀକରଣ ଉପରେ ଗୁରୁତ୍ବ ଉତ୍ତରାଖଣ୍ଡ ଓ ସିକିମ ଭଳି ଦେଶ ପାଇଁ ସହାୟତା ପ୍ରଦାନ
ଓଡ଼ିଶାପର୍ଯ୍ୟଟନରବିକାଶହେବ ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଜେଟରେ ଘୋଷଣା

‘ମନ୍ଦିର, ବନ୍ୟଜନ୍ତୁ, ସାମୁଦ୍ରିକ ସଂପଦ ପାଇଁ ଓଡ଼ିଶା ଜଣାଶୁଣା’
‘ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଶାକୁ ସହାୟତା ମିଳିବ’

Leave a Reply

Your email address will not be published. Required fields are marked *