Spread the love

କାଲିର ଭୋଟ୍‌ ଗଣତି ନେଇ ବ୍ୟାପକ ପ୍ରସ୍ତୁତି!.
ପ୍ରେସ୍‌ମିଟ୍‌ରେ ଏଡିଜି ଆଇନଶୃଙ୍ଖଳା ସଂଜୟ କୁମାରଙ୍କ ସୂଚନା
‘ଭୋଟ୍‌ ଗଣତି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିଛୁ’
-ଆଜି ରାତିରେ କାଉଣ୍ଟିଂ ସେଣ୍ଟରରେ ଫୋର୍ସ ମୁତୟନ ରହିବେ’
ଅତିରିକ୍ତ ୧୧୫ କମ୍ପାନୀ ଫୋର୍ସ ମୁତୟନ ରହିବେ’
ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ଇନର କର୍ଡନ ଦାୟିତ୍ବରେ ସିଏପିଏଫ୍‌’
ପାୱାର ବ୍ୟାକ୍‌ଅପ୍‌ ବ୍ୟବସ୍ଥା କରାଯାଇଛି, ବିଦ୍ୟୁତ କାଟ ହେବନି’
କାଉଣ୍ଟିଂ ସେଣ୍ଟର ଭିତରକୁ ମୋବାଇଲ ଯାଇପାରିବ ନାହିଁ’
ଗଣମାଧ୍ୟମ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି- ସଞ୍ଜୟ କୁମାର!.

Related Post

Leave a Reply

Your email address will not be published. Required fields are marked *