Spread the love

ପାଣ୍ଡିଆନଙ୍କୁଦେବାଶିଷଙ୍କକ୍ଲିନ୍‌ଚିଟ୍‌!.
ବିଜେଡି ପରାଜୟ ନେଇ ପାଣ୍ଡିଆନ, ବବିଙ୍କୁ କ୍ଲିନ୍‌ ଚିଟ୍‌ ଦେଲେ ଦେବାଶିଷ
ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ କ୍ଲିନ୍‌ଚିଟ୍‌
ବିଜେଡି ପରାଜୟ ପାଇଁ ଏ ଦୁହେଁ ଆଦୌ ଦାୟୀ ନୁହନ୍ତି କହିଲେ ଦେବାଶିଷ
ଆଉ କିଛି ଭୁଲ୍‌ ଥାଇପାରେ, ପ୍ରାର୍ଥିତ୍ବ ନେଇ ଭୁଲ୍‌ ହୋଇଥାଇପାରେ’
ପରାଜୟ ନେଇ ପାଣ୍ଡିଆନଙ୍କୁ ବ୍ଲେମ୍‌ କରିବା ଉଚିତ ହେବନାହିଁ- ଦେବାଶିଷ!.
ବିଜେପିକୁଢଳୁଛନ୍ତିକି_ପ୍ରଭାତ !.
ବିଜେପି ଆଡ଼କୁ ପ୍ରଭାତ ବିଶ୍ବାଳ ଢଳୁଥିବା କହିଲେ ଦେବାଶିଷ
ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବଡ଼ ମନ୍ତବ୍ୟ
ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ସଂପର୍କରେ ଦେବାଶିଷଙ୍କ ମନ୍ତବ୍ୟ
ସିବିଆଇ ମାମଲାରୁ ବର୍ତ୍ତିବାକୁ ପ୍ରଭାତ ବିଜେପି ଆଡ଼କୁ ଢଳୁଥିବା ଲାଗୁଛି’
ପାଣ୍ଡିଆନଙ୍କୁ ପ୍ରଭାତଙ୍କ ସମାଲୋଚନା ନେଇ ଦେବାଶିଷଙ୍କ ପ୍ରତିକ୍ରିୟା
‘ପ୍ରଭାତ ବାବୁ ଦରକାର ପଡ଼ିବା ବେଳେ ପାଣ୍ଡିଆନ, ବବି ପାଖକୁ ଦଉଡୁଥିଲେ’
ପାଣ୍ଡିଆନ କାମ କଲା ବେଳେ ତ ପ୍ରଭାତ ତାଙ୍କୁ ସମାଲୋଚନା କରୁନଥିଲେ’
ପରାଜୟ ନେଇ ଏବେ ସେ ପ୍ୟାରୀ ବାବୁଙ୍କ ଲୁହ ପଡ଼ିଲା ବୋଲି କହୁଛନ୍ତି’
-‘ପ୍ୟାରୀଙ୍କ ଷଡ଼ଯନ୍ତ୍ର ବେଳେ ଏ ବାବୁଙ୍କ ପ୍ରମୁଖ ଭୂମିକା ଥିବା ସ୍ପଷ୍ଟ ହେଉଛି’
-ଦେବାଶିଷଙ୍କ ଆରୋପ ନେଇ ପ୍ରଭାତ ବିଶ୍ବାଳଙ୍କ ପ୍ରତିକ୍ରିୟା ମିଳିପାରିନି!.

ବିରୋଧୀ ଦଳ ନେତାଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର
‘ଯାହା ନବୀନ ବାବୁ ନିର୍ଦ୍ଦେଶ ଦେବେ ମୁଁ କାମ କରିବି’
‘ବିରୋଧୀ ଦଳ ଭାବେ ଦଳର ଆଭିମୁଖ୍ୟକୁ ନେଇ କାମ କରିବି’!.

Leave a Reply

Your email address will not be published. Required fields are marked *