- ସାମ୍ବାଦିକଙ୍କୁ ଲୋକସେବା ଭବନ ପ୍ରବେଶ ପାଇଁ ମିଳିଲା ଅନୁମତି
- ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
- ସ୍ଵୀକୃତି ପ୍ରାପ୍ତ ଏବଂ ଅଣ ସ୍ଵୀକୃତି ପ୍ରାପ୍ତ ସାମ୍ବାଦିକଙ୍କୁ ମିଳିଲା ଅନୁମତି
- ଟିଭି ଓ ଖବରକାଗଜର ଜଣେ ଲେଖାଏଁ ସାମ୍ବାଦିକଙ୍କୁ ଅନୁମତି
- କରୋନା ପରେ ସାମ୍ବାଦିକଙ୍କୁ ନିୟମିତ ପ୍ରବେଶ ମିଳୁନଥିଲା