ଆଦିପୁରୁଷ ଭଗବାନ ନାରାୟଣ ହେଉଛନ୍ତି ସକଳ ପ୍ରାଣୀଙ୍କର ଆତ୍ମା । ସେ ପଞ୍ଚମହାଭୂତରେ ଛୋଟ-ବଡ ସମସ୍ତ ପ୍ରକାର ପ୍ରାଣୀଙ୍କୁ ସୃଷ୍ଟି କରିଛନ୍ତି । ସେ ହିଁ ସମସ୍ତଙ୍କୁ ବିଷୟଭୋଗ କରିବା ନିମନ୍ତେ ଅନେକ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରିଛନ୍ତି ଏବଂ ନିଜ ଆତ୍ମସ୍ବରୂପର ଜ୍ଞାନକୁ ବିସ୍ତାର କରିବା ନିମନ୍ତେ ସ୍ବୟଂ ହିଁ ଅନେକ ରୂପ ହୋଇଯାଆନ୍ତି । ଏଣୁ ସକଳ ସୃଷ୍ଟି ହେଉଛି ଏକମାତ୍ର ପରମାତ୍ମାଙ୍କର ହିଁ ସ୍ବରୂପ । ଯେଉଁ ଜୀବ ତାଙ୍କ ଦ୍ବାରା ନିର୍ମାଣ କରାଯାଇଥିବା ଜାଗତିଗ ବସ୍ତୁ-ବ୍ୟକ୍ତି ସଙ୍ଗେ ମୁଁ ଓ ମୋର ଭାବନାରେ ସମ୍ବନ୍ଧ ଯୋଡିଦିଏ ଏବଂ ସେଗୁଡ଼ିକ ଉପରେ କର୍ତ୍ତୃତ୍ବ ଓ ଭୋକ୍ତୃତ୍ବ ଆରୋପଣ କରିଦିଏ, ସେ ବନ୍ଧନରେ ପଡିଯାଏ । ସେହି ବନ୍ଧନ ହିଁ ମାୟା।
ନିଜକୁ ଜ୍ଞାନୀ ଭାବନ୍ତୁ ମନା ନାହିଁ, କିନ୍ତୁ ଅନ୍ୟକୁ ମୂର୍ଖ ଭାବିବାର ମୁର୍ଖତା କରନ୍ତୁ ନାହିଁ। କାରଣ ସମସ୍ତଙ୍କ ଠାରୁ କିଛିନା କିଛି ଶିଖିବାକୁ ମିଳିଥାଏ।
ଅନ୍ୟ ମାନଙ୍କ କଥା ଶୁଣି ଚାଲିବ ତ କିଛି ବାଟ ପର୍ଯ୍ୟନ୍ତ ହିଁ ଯାଇପାରିବ। ନିଜ କଥା ଶୁଣି ଚାଲିବ ତ ନିଜ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚି ପାରିବ।
କେବଳ ସମୁଦ୍ର ନିକଟରେ ଛିଡା ହୋଇ ଏହାକୁ ଅତିକ୍ରମ କରିବାର ସାହସ ରଖିଲେ କିଛି ହୋଇନଥାଏ। ବରଂ ଏଥିପାଇଁ ଉପାୟ ଚିନ୍ତା କରିବାକୁ ପଡେ।
ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ…. ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ।
ନିଃଶ୍ବାସ ମାଗୁଛି ଜୀବନର ଆୟୁ
ବିଶ୍ୱାସ ଦେଉଛି ବିଷ,
ଲମ୍ବା ରାସ୍ତା ଯଦି ଅଧା ବାଟେ ସରେ
ଆୟୁଷର କି ବା ଦୋଷ ।
ମୁଦ୍ରା, ମଦିରା,ଅଜ୍ଞାନ,ମୋହ ଏବଂ କାୟା ଯଦି ଅନ୍ଧ ବ୍ଯକ୍ତିଙ୍କ ପାଖରେ ଥାଏ, ତାହାହେଲେ ସତ୍ତା ମଧ୍ୟ ବିନାଶ ଆଡକୁ ନେଇଯାଇଥାଏ ।
ଆନନ୍ଦ…..
ମଣିଷକୁ ହସାଏ ।
କେବଳ Elergy ହେଲେ କୁଣ୍ଢେଇ ହୁଏନା ଆପଣ ଭଲରେ ଅଛନ୍ତି ଏହା ଦେଖି କିଛି ଲୋକଙ୍କର କୁଣ୍ଢେଇ ହୁଏ ।