Spread the love


     ଗପୁଛି ବୋଲି
ଏ କଥା ଭୁଲି ଯାଅନି
ବନ୍ଧୁ
ମୋକଥାରେ ଓଜନ ରହୁନି ବୋଲି
ନା ଗପିବାରେ
ମୁଁ ଓଜନ ହରଉଛି
କଥାରେ ଅଛି
ଏଠି ଗପୁଥିଲି ଏଣୁତେଣୁ
ସେଠି ହସୁଥିଲେ ଲୋକେ
ମୋ କଥା ଏଣୁତେଣୁ ଦେଖି ସ୍ୱାଦିଷ୍ଟ ଥିଲେ ଚାଖେ.. ବୈକୁଣ୍ଠ

ନିଶା ସେବନ ଆଉ ପ୍ରିୟ ମଣିଷ ଆଉ ଔଷଧ ମଧ୍ଯରେ ବିଶେଷ କିଛି ଫରକ ନାହିଁ,ଔଷଧ ଶାରୀରିକ ଅସୁସ୍ଥତାକୁ ଦୂର କରିଥାଏ ଆଉ ମଦିରା ପାନ ମାନସିକ ଅସୁସ୍ଥତା କୁ ଟାଣି ନେଇଥାଏ… ତେଣୁ ଗୋମାତା ପୂଜା କରିବା ସହିତ କ୍ଷୀର ପାନ କରନ୍ତୁ.

ଭଲ ହେଇଛି ଆଇନାରେ କେବଳ ନିଜ ଚେହେରା ଦେଖା ଯାଉଛି!ଯଦି ନିଜ ଚରିତ୍ର ଦେଖା ଯାଉଥାନ୍ତା,ଏଠି ନିଶା ସେବନ କାରୀମାନେ ଅନେକ ଆଇନା ଦେଖିବା ଛାଡି ଦେଇଥାନ୍ତେ।

ନିଶା ସେବନ ଦ୍ୱାରା ସନ୍ଦେହ ଆଉ ଅବିଶ୍ବାସ ମଣିଷକୁ ସବୁ ସମ୍ପର୍କରୁ ଦୂରକୁ ନେଇ ଯାଇଥାଏ ତେଣୁ ସତ୍ୟତା ନ ଜାଣି ହଠାତ୍ ସନ୍ଦେହ କରିବା କି ଅବିଶ୍ବାସ କରିବା ଠିକ୍ ନୁହେଁ।

ପାଇବାର ଆଶା ସେତେବେଳେ ହିଁ ବ୍ୟର୍ଥ ଲାଗିଥାଏ ଯେତେବେଳେ ଆମେ ଅଧିକ କିଛି ଆଶା କରି ଆଶା ହରେଇ ବସି ଥାଉ।



ଆଜିର ଅନୁଚିନ୍ତା

ପିଲାବେଳୁ ଅଭ୍ୟାସ କରି ସମସ୍ତଙ୍କୁ କୁହ କର୍ମ କରିଯାଅ ଆଶା କୁ ନରଖି
ତେବେ ତୁମେ ଫଳ ପାଇବ,
ଫଳ ପାଇବା କୁ କର୍ମ କରୁଥିଲେ
ନିନ୍ଦା ଅପବାଦ ପାଇବ ।

ପରାମର୍ଶ ଦିଅନ୍ତୁ ସମୟ, ସମ୍ପତ୍ତି, ପଦ ଓ ଶରୀର ତୁମ ପାଖରେ ସବୁଦିନ ରହିବନି କିନ୍ତୁ ନିଜ ଆଚରଣ, ସ୍ବଭାବ, ବିଚାର ଓ କର୍ମ ସବୁଦିନ ସାଙ୍ଗରେ ଥିବ ।

ନିଶା ସେବନ ଦ୍ୱାରା ଭଲର ପ୍ରଭାବ ମନ୍ଦ ଉପରେ ପଡ଼ିପାରେ ମାତ୍ର ଜ୍ଞାନ ମନ୍ଦର ପ୍ରଭାବରେ ଭଲ କେବେ ମନ୍ଦ ହୋଇଯାଏ ନାହିଁ ।

Time ଆଉ Relations…
ଏ ଦୁଇଟା କେବେ ବି ସ୍ଥାୟୀ ନୁହଁନ୍ତି, କେବେ Time ବଦଳିଯାଏ ତ କେବେ ପୁଣି Relations….

ଅତଏବ //ପାନ ବିଡି ନୁହେଁ ଛୋଟିଆ ନିଶା ଜଣାପଡ଼େନାହିଁ ଟାଣେ ପଇସା.. ଦେଶର ପ୍ରଜାଙ୍କ ଛଡ଼ାଏ ପଖାଳ କଂସା… ଏଇ ଲେଖାଟା କେନ୍ଦ୍ର ପାଖକୁ ପଠାନ୍ତୁ. ଭୁଲିଯାଉ ସେ ପେ କମିଶନ ସରକାରୀ ଚାକିରିଆ ଖାଆନ୍ତୁ ପଛେ ଚୁଡା ଘସା….//ଦେଶକୁ ରକ୍ଷା କରିବାକୁ ହେଲେ ଏକ ଦେଶ ଏକ ଦରମା ନିୟମ କରି ମାସିକ ମାତ୍ର ପାଞ୍ଚ ହଜାର କଲେ ସର୍ବେ ଆନନ୍ଦ ରେ ରହିବେ ପୁରୁଣା ଯୁଗ ଫେରିବ…

Related Post

Leave a Reply

Your email address will not be published. Required fields are marked *