ପୁଅ_କାରନାମା: ବିଷ ପିଇଲେ ବାପାମାଆ !.
ଦିଗପହଣ୍ଡି: ପୁଅର କଳା କାରନାମା ପାଇଁ ବିଷ ପିଇଲେ ବାପା ମାଆ
ସଦର ଥାନା ଗୌତମୀରେ ବାପାମାଆଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ
ମାଆ ମୃତ, ବାପା ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର
ଚାକିରି ଦେବା ନାଁରେ ପୁଅ ଲୋକଙ୍କ ଠାରୁ ଟଙ୍କା ଠକିଥିବା ଅଭିଯୋଗ
ଲୋକ ଘରକୁ ଆସି ଟଙ୍କା ମାଗିବାରୁ ଅସହ୍ୟ ହୋଇ ବିଷ ପିଇଦେଲେ!.
