Spread the love

ନବୀନ ନିବାସରେ ବିଜେଡି ନେତାଙ୍କ ଭିଡ଼
ନବୀନ ନିବାସରେ ପ୍ରମୁଖ ବିଜେଡି ନେତାଙ୍କ ଭିଡ଼
ଦଳର ପରାଜୟ ପରେ ନବୀନ ନିବାସରେ ବିଜେଡି ନେତା
ନବୀନ ନିବାସରେ ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ
ପ୍ରଣବ ପ୍ରକାଶ ଦାସ ମଧ୍ୟ ନବୀନ ନିବାସରେ ଉପସ୍ଥିତ
ଦିଲ୍ଲୀ ଗଲେ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ।

ରାଜନୈତିକ ପରିବର୍ତ୍ତନ ପରେ ଦୁଇ ନେତାଙ୍କ ଦିଲ୍ଲୀ ଗ୍ରସ୍ତ ନେଇ ଚର୍ଚ୍ଚା ଜୋର ଧରିଛି।

ସେଠାରେ କାହାକୁ ଭେଟିବେ କିଛି ସ୍ପଷ୍ଟ ସୂଚନା ନାହିଁ।

ରାଜ୍ୟରେ ବିଜେପି ମ୍ୟାଜିକ ନମ୍ବର ଠାରୁ ଅଳ୍ପ ଆଗରେ ରହିଛି।

ଗତକାଲି ଅପରାହ୍ନରୁ କିଛି ବିଜେଡି ନେତା ବିଜେପି ସହ ଯୋଗାଯୋଗରେ ଅଛନ୍ତି ବୋଲି ସୂଚନା ମିଳୁଛି।

ବର୍ତ୍ତମାନ ବିଜେପିରୁ ଜିତିଥିବା କିଛି ପୁରୁଣା ବିଜେଡି ନେତାଙ୍କ ସହ ଗୋଟେ ଗୋଷ୍ଠୀ ଯୋଗସୂତ୍ର ରଖୁଛନ୍ତି।

ରାଜ୍ୟ ପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ଇସ୍ତଫା ପତ୍ର।
ପରାଜୟ ପରେ ଇସ୍ତଫା ପତ୍ର ।

Related Post

Leave a Reply

Your email address will not be published. Required fields are marked *