ନବୀନଙ୍କନିର୍ଦ୍ଦେଶରେସବୁ_ଚାଲେ- ବବି!.
ବିଜେଡି ଓ ନବୀନଙ୍କ ସଂପର୍କରେ ବଡ଼ ବୟାନ ଦେଲେ ବବି
ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ବଡ଼ ମନ୍ତବ୍ୟ
ନବୀନ ବାବୁଙ୍କ ନିର୍ଦ୍ଦେଶରେ ପାର୍ଟି କାମ କରେ ବୋଲି କହିଲେ ବବି
କେବେ ବି ନବୀନ ବାବୁଙ୍କ ଛଡ଼ା ପାର୍ଟିରେ ଆଉ କେହି ଲିଡ୍ କରିନାହାନ୍ତି’
ଦଳରେ ନବୀନ ବାବୁ ସର୍ବୋଚ୍ଚ ନେତା ଥିଲେ, ସବୁ ବେଳେ ରହିବେ’
ମିଟିଂରେ ପାଣ୍ଡିଆନ କାହିଁକି ରହିଲେନି ପ୍ରଶ୍ନରେ ବବିଙ୍କ ବଡ଼ ବୟାନ
-ନବୀନଙ୍କ ଇଛା କାହାକୁ କେତେବେଳେ ରଖିବେ, କାହାକୁ ନରଖିବେ’!.
