Spread the love

ଲୋକଙ୍କ ମୁଁହ ବନ୍ଦ କରିବାକୁ ଚେ଼ଷ୍ଟା କଲେ ପାରିବନି,ବରଂ ସବୁଠାରୁ ଭଲ ନିଜର କାନ ବନ୍ଦ କରି ନିଅ,ଏବଂ ନିଜ କର୍ମରେ ଧ୍ଯାନ ଦିଅ।

ପଇସା ସବୁ ସମସ୍ୟାର ସମାଧାନ ହେଇ ନଥାଏ।ବେଳେ ବେଳେ ଏମିତି କିଛି ପରିସ୍ଥିତି ଆସେ ଯେଉଁଠି ପଇସା ଥାଇକି ମଧ୍ଯ ତାର କିଛି ମୂଲ୍ଯ ନଥାଏ।

ସଠିକ୍ ଚିନ୍ତାଧାରା ସଠିକ୍ ସମୟ ଏବଂ ସଠିକ୍ ମାର୍ଗ ସାହାଯ୍ୟରେ ଯେକୈାଣସି ବ୍ୟକ୍ତି ସଫଳ ହୋଇ ପାରିବେ!

ଦୃଢ ନିଷ୍ପତ୍ତି ନେବା ପୁର୍ବରୁ ପ୍ରଥମେ ନିଜ ମନ କଥା ଶୁଣନ୍ତୁ, ମନ ନ ବୁଝିଲେ ସେ କାମରେ ଆଗେଇବା ଅନୁଚିତ ।

       

ସରିଗଲେ ଆୟୁ ଯିବ ପ୍ରାଣବାୟୁ
ଥୋଇବେ ନେଇ ଶ୍ମଶାନ,
ଏକା ହରିନାମ ଶୁଣିଥିଲେ କର୍ଣ୍ଣ
ସେହିଏକା ପ୍ରାଣଧନ।

ଯେଉଁ ବ୍ୟକ୍ତି ନିଜ ଉପରେ କମ୍ ଆଉ ପର ଉପରେ ଅଧିକ ଭରସା କରେ ସେ ବ୍ୟକ୍ତି କେବେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରେ ନାହିଁ ।

ଘର ଲୋକ ଥାଉ ଥାଉ ଯିଏ ପର ଲୋକଙ୍କୁ ପ୍ରାଧାନ୍ୟ ଦିଏ ତା’ହେଲେ ବୁଝି ଯାଅ ସେ ଘର ଭାଙ୍ଗିବାର ସମୟ ଆସିଗଲା ।

ଖରାପ Habits ଯେତେ ମଧୁର ହେଉ ନା କାହିଁକି ଦିନେ Disease ସୃଷ୍ଟି କରିବ, ଭଲ Habits ଯେତେ କଷ୍ଟ ହେଉ ନା କାହିଁକି ଦିନେ ଏହା ଏକ Medicine ରେ ପରିଣତ ହୋଇଯିବ ।

             

ନିଜ ସ୍ବପ୍ନକୁ ସାକାର କରିବାକୁ ହେଲେ ଖାଲି ସ୍ବପ୍ନ ଦେଖିଲେ ହେବନାହିଁ….

ସ୍ବପ୍ନକୁ ସତ୍ୟରେ ପରିଣତ କରିବା ପାଇଁ, ପାଗଳ ହେବାକୁ ପଡିବ….

ଏକତା ହିଁ ଶକ୍ତି

Related Post

Leave a Reply

Your email address will not be published. Required fields are marked *