Spread the love

"ଯେ ଯେତେ ଅଜ୍ଞାନୀ, ଅଭିମାନ ତାଙ୍କର ସେତିକି ଅଧିକ - ଏକଥା ଭୁଲିଯାଅ ନାହିଁ। ମନୁଷ୍ୟର ଯେତେପ୍ରକାର ପତନ ହୋଇପାରେ, ତା ଭିତରେ ଆପଣାକୁ ବଡ ମନେ କରିବା ସର୍ବାପେକ୍ଷା ପ୍ରଧାନ ; କାରଣ, ଯେ ଅବିଦ୍ୟାଗ୍ରସ୍ତ ସେ ବୁଝିପାରନ୍ତି ନାହିଁ ଯେ ତାଙ୍କ ବାକ୍ୟ ଓ କାର୍ଯ୍ୟ ତାଙ୍କୁ କେଉଁଠାରେ ନେଇ ପହଞ୍ଚାଇ ଦେଉଛି।"

           
                   

ନିଜକୁ ଖୁସିରେ ରଖିବା ଦାୟିତ୍ୱ ନିଜର ହିଁ ଅଟେ।କୌଣସିବି ଲୋକଙ୍କଠାରୁ ଏହାର ଆଶା ରଖିଲେ, ଶେଷରେ ଦୁଃଖ ହିଁ ମିଳିବ।

ସମାଜ କଣ କହିଲା ନ କହିଲା ସେସବୁ ନ ଶୁଣି ନିଜ ଲକ୍ଷ୍ଯ ପୁରଣ କର।କାରଣ ତୁମ ଜୀବନଟା ସମାଜର ନୁହେଁ ତୁମ ନିଜର।

କର୍ମ ଘେନି ଫଳ ଦିଅନ୍ତି ଈଶ୍ୱର ବାଛ ବିଚାର ତ ନାହିଁ ଅପକର୍ମ କରି ଭଲ ଫଳ ପାଇଁ ବୃଥା ଆଶା କର ନାହିଁ।

ଛୁରୀରେ ଦେଇଥିବା ଆଘାତ ମିଳେଇ ଯାଇ ଥାଏ କିନ୍ତୁ କଥା ଦ୍ଵାରା ହୋଇଥିବା ଆଘାତ ସବୁ ଦିନ ପାଇଁ ରହି ଯାଇଥାଏ।

     

ମନୁଷ୍ୟ ଜୀବନ ଦୁର୍ଲଭ ଜନମମିଳେ କେତେ ପୂର୍ଣ୍ୟ ଫଳେ,
ମନୁଷ୍ୟ ଜନମ ସାର୍ଥକ ହୁଅଇ
ସେବା ଭାବ ହୃଦେ ଥିଲେ ।

ସୁନ୍ଦର ମୁହଁଟିଏ କିଛି ଦିନ ପାଇଁ ମନେ ରୁହେ କିନ୍ତୁ ସୁନ୍ଦର ହୃଦୟଟିଏ ସାରା ଜୀବନ ପାଇଁ ମନରେ ସାଇତି ହୋଇ ରହିଯାଏ ।

ସମସ୍ତଙ୍କ ଠାରୁ ସବୁ ଜିନିଷ ଆଶା କରିବା ଉଚିତ୍ ନୁହେଁ କାହିଁକି ନା ଲୋକ ଏଠି ମୁହଁରେ ଗୋଟେ କଥା କୁହନ୍ତି କିନ୍ତୁ ମନରେ ଆଉ ଗୋଟେ କଥା ରଖିଥାନ୍ତି ।

କିଛି ଅଣଦେଖା କରିବା ପୂର୍ବରୁ Carefully ହେବା ଉଚିତ୍ , ହୋଇପାରେ ତୁମେ ଆଜି ଯାହାକୁ ଅଣଦେଖା କରୁଛ କାଲି ସେ ତୁମର ନିହାତି Necessary ହୋଇପଡିବ ।

             

Related Post

Leave a Reply

Your email address will not be published. Required fields are marked *

You Missed