Spread the love


ଯାଜପୁରରେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ
ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଅଭିଯୋଗ
ବବି ଦାସଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ
ବବିଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ କଲେ ହିମାଂଶୁ
ଯାଜପୁର ବୁଢ଼ାପୋଲ ନିକଟରେ ଆକ୍ରମଣ ଅଭିଯୋଗ
ଡିଡିଏମ୍‌ଙ୍କ ଅଫିସକୁ ମିଟିଂ ପାଇଁ ଯିବା ବେଳେ ଆକ୍ରମଣ
‘ଲୋକମାନେ ଆସିନଥିଲେ ସେମାନେ ମୋତେ ମାରିଦେଇଥାନ୍ତେ’
‘ବବି ଦାସକୁ ବିରୋଧ କରୁଛି, ତାକୁ ପିଟି ମାରିଦିଅ କହୁଥିଲେ’
‘ମୋତେ ମାରି ବାଇ ଇଲେକ୍ସନ କରିବା ଯୋଜନାରେ ଥିଲେ’
ଆକ୍ରମଣ ପରେ ପରେ ବବିଙ୍କ ଭାଇ ଲଲ ଦାସ ଫୋନ୍‌ କରିଥିଲେ
ଯାହା ହେଲା ହେଲା, କଂପ୍ରୋମାଇଜ୍‌ କରିଦିଅ କହିଥିଲେ
‘ଲୋକ ଲଗାଇ ପିଟିବେ, ପୁଣି କଂପ୍ରୋମାଇଜ୍‌ ପାଇଁ କହିବେ’
PSO_ପିସ୍ତଲରୁମୋତେଗୁଳିକରିଥାନ୍ତେ- ଲିକୁ
ଆକ୍ରମଣ ସଂପର୍କରେ ଓଟିଭିକୁ ଲିକୁ ସାହୁଙ୍କ ପ୍ରତିକ୍ରିୟା
ମୋ ସହ ମୋ ପିଏସ୍‌ଓଙ୍କୁ ଆକ୍ରମଣ କରିଥିଲେ- ଲିକୁ
ପିଏସ୍‌ଓଠାରୁ ପିସ୍ତଲ ଛଡ଼ାଇ ମୋତେ ଫାୟାରିଂ କରିଥାନ୍ତେ’
‘କୌଣସି ପ୍ରକାରେ ପିଏସ୍‌ଓ ସେମାନଙ୍କ କବଳରୁ ଖସିଯାଇଥିଲେ’

ଘଟଣାସ୍ଥଳରେନଥିଲି- ବବି
ବିଧାୟକଙ୍କ ଉପରକୁ ଆକ୍ରମଣ ଘଟଣାକୁ ନେଇ ବବି ଦାସଙ୍କ ପ୍ରତିକ୍ରିୟା
ଘଟଣାକୁ ନିନ୍ଦା କରୁଛି କହିଲେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ
ମୁଁ ଘଟଣାସ୍ଥଳରେ ନଥିଲି, ବିରଜା ପ୍ରକଳ୍ପକୁ ନେଇ ରାସ୍ତାରୋକ ହୋଇଥିଲା

ବିଧାୟକ ସେପଟେ ଯାଉଥିଲେ, ବଚସା ହୋଇଥିବା ମୁଁ ଶୁଣିବାକୁ ପାଇଲି
କୌଣସି ପ୍ରକାର ହିଂସାକୁ ପ୍ରଶ୍ରୟ ଦିଆଯିବନି କହିଲେ ବବି
ବିଧାୟକଙ୍କୁ ମୋ ଭାଇ ଆକ୍ରମଣ ପ୍ରଶ୍ନରେ ବବିଙ୍କ ପ୍ରତିକ୍ରିୟା
ଭାଇକୁ କହିଛି ଥାନାରେ ଯାଇ ବସିବାକୁ, ଦୋଷୀ ଥିଲେ କାର୍ଯ୍ୟାନୁଷ୍ଠାନ ହେଉ’

Related Post

Leave a Reply

Your email address will not be published. Required fields are marked *

You Missed