ସରକାରୀ ହିସାବ (ଧାନ ଚାଷ)
ଜଳସେଚିତ ଅଞ୍ଚଳ
-ଏକର ପ୍ରତି ଉତ୍ପାଦନ ଖର୍ଚ୍ଚ: ₹୩୦,୬୬୦ (୧ କ୍ୱିଣ୍ଟାଲକୁ ₹୧,୫୩୩; ୨୦ କ୍ୱିଣ୍ଟାଲ ଫଳିଲେ=₹୩୦,୬୬୦ ଟଙ୍କା)
-କେନ୍ଦ୍ର ସରକାରଙ୍କ MSP (ସର୍ବନିମ୍ନ ସହାୟକ ମୂଲ୍ୟ- ଉତ୍ପାଦନ ଖର୍ଚ୍ଚର ଦେଢ଼ ଗୁଣ): ଏକର ପ୍ରତି ₹୪୬,୦୦୦ (୧ କ୍ୱିଣ୍ଟାଲକୁ ୨୩୦୦ଟଙ୍କା, ୨୦ କ୍ୱିଣ୍ଟାଲ ଫଳିଲେ=₹୪୬,୦୦୦ଟଙ୍କା)
–
ରାଜ୍ୟ (ଓଡ଼ିଶା) କ୍ବିଣ୍ଟାଲ ପିଛା ଅଧିକ ₹୮୦୦ ଇନପୁଟ ସବସିଡି ଦେଲେ ମିଳିବ: ₹୬୨,୦୦୦ (୨୦ କ୍ୱିଣ୍ଟାଲ ପାଇଁ)
-୧ ଏକର ଧାନ ଫସଲ ସମ୍ପୂର୍ଣ ନଷ୍ଟ ହେଲେ ବୀମା କମ୍ପାନୀ ଦେବେ: ₹୩୫,୦୦୦ ଟଙ୍କା (ପ୍ରିମିୟମ ରାଶି: ମୋଟ ₹୨୧୦୦ ଟଙ୍କା)
*ଚାଷୀ ବାବଦ ପ୍ରିମିୟମ- ₹୭୦୦, (ଓଡ଼ିଶାରେ ଚାଷୀ ସମବାୟ ସମିତି ବାଟେ କେବଳ ₹୧ ଟଙ୍କା ଦିଏ। ବାକି ଚାଷୀର ପ୍ରିମିୟମ ମହାରାଷ୍ଟ୍ର ଭଳି ଓଡ଼ିଶା ସରକାର ଭରଣା କରନ୍ତି।)
-ସରକାର ଦେଉଥିବା ₹୧୪୦୦ ଟଙ୍କା ପ୍ରିମିୟମରୁ ରାଜ୍ୟ ଓ କେନ୍ଦ୍ର ସରକାର ଅଧା-ଅଧା ଦିଅନ୍ତି
-ସର୍ବଭାରତୀୟ ସ୍ତରରେ ରିଲିଫ କୋଡ଼ ଅନୁଯାୟୀ ୧ ଏକର ଧାନ ଚାଷ କ୍ଷତି ପାଇଁ ସହାୟତା ମିଳୁଛି ମାତ୍ର ₹୬,୮୦୦ ଟଙ୍କା! (କ୍ଷତିର ହାର ଦେଖି କ୍ଷତିପୂରଣ କମିବ)
-ଚାଷୀ ଜମିର ମୂଲ୍ୟକୁ ଛାଡ଼ି ଏକର ପ୍ରତି ଉତ୍ପାଦନ ପାଇଁ ୧୫ରୁ ୨୦ ହଜାର ଟଙ୍କା ଖର୍ଚ୍ଚ କରୁଛି: ସୂତ୍ର