ବାତ୍ୟା ସ୍ଥିତିର ସମୀକ୍ଷା ପାଇଁ ଲୋକସେବା ଭବନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭିସିରେ ଜିଲ୍ଲାପାଳଙ୍କ ସହ କଥାହେବେ ମୁଖ୍ୟମନ୍ତ୍ରୀ। ବାତ୍ୟା ପ୍ରଭାବିତ ଜିଲ୍ଲାର ପ୍ରସ୍ତୁତି ବାବଦରେ କଥାହେବେ। ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ CMଙ୍କୁ ଜଣାଇବେ ଜିଲ୍ଲାପାଳ। ବୈଠକରେ ଉପସ୍ଥିତ ରହିବେ ରାଜସ୍ବ ମନ୍ତ୍ରୀ.
ଭିତରକନିକାବାସୀଭୟଭୀତ
ଲ୍ୟାଣ୍ଡଫଲ୍ ସୂଚନାକୁ ନେଇ ଭିତରକନିକାବାସୀ ଭୟଭୀତ
ବାତ୍ୟା ଦେଖିଛୁ, ଘର ପାଖରେ ଲ୍ୟାଣ୍ଡଫଲ ଦେଖିନୁ କହୁଛନ୍ତି
ଆମେ ଆଶଙ୍କା ଭିତରେ ରହିଛୁ କହୁଛନ୍ତି ଲୋକେ
‘ଭୁବନେଶ୍ବରରେପ୍ରବଳ_ବର୍ଷିବ’
ଦାନା’ ପ୍ରଭାବରେ ଭୁବନେଶ୍ବରରେ ପ୍ରବଳ ବର୍ଷା ସମ୍ଭାବନା
ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା
ଆକାଶ ମେଘାଚ୍ଛନ୍ନ ସହ ଝିପିଝିପି ବର୍ଷା ଆରମ୍ଭ
ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ମୁହାଁ ‘ଦାନା’
ଗତ ୬ ଘଣ୍ଟାରେ ୧୦ କିମି ବେଗରେ ଗତି କରୁଛି
ପାରାଦୀପର ଦକ୍ଷିଣପୂର୍ବକୁ ୧୫୦ କିମି ଦୂରରେ ବାତ୍ୟା
ଧାମରାର ଦକ୍ଷିଣ ଦକ୍ଷିଣ-ପୂର୍ବର ୧୮୦ କିମି ଦୂରରେ ଅବସ୍ଥିତି
ସାଗର ଦ୍ବୀପର ଦକ୍ଷିଣକୁ ୨୫୦ କିମି ଦୂରରେ ରହିଛି
ଆଜି ମଧ୍ୟରାତି ଓ କାଲି ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍
ଭିତରକନିକା ଓ ଧାମରା ପାଖରେ ଲ୍ୟାଣ୍ଡଫଲ୍ ଆକଳନ
ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୦୦ରୁ ୧୨୦ କିମି ରହିବ