Spread the love

କେବଳ ଭୟାଳୁ ଏବଂ ଶକ୍ତିହୀନ ବ୍ୟକ୍ତି ହିଁ ଭାଗ୍ୟକୁ ଅନୁସରଣ କରିଥାନ୍ତି।କର୍ମଠ ବ୍ଯକ୍ତି ନିଜ କର୍ମ କରି ସଫଳତା ପ୍ରାପ୍ତ କରିଥାଏ।

ଜୀବନରେ ଯଦି କାହା ପ୍ରତି ରାଗ ବଢିଯାଏ,ତେବେ ତାଙ୍କ ପାଇଁ ମନରେ ଥିବା ଅହଂକାର ଟିକୁ କାଢ଼ି ଦିଅ,କିନ୍ତୁ ତାଙ୍କ ସହ ଥିବା ସମ୍ପର୍କକୁ ନୁହଁ ।

ଶାନ୍ତି ସମାନ କୌଣସି ତପସ୍ୟା ନାହିଁ, ସନ୍ତୋଷ ଠାରୁ ବଡ ସୁଖ ନାହିଁ, ତୃଷ୍ଣା ସମାନ ବଡ ରୋଗ ନାହିଁ , ଦୟା ସମାନ କୌଣସି ଧର୍ମ ନାହିଁ।

ଯେତେବେଳେ ତୁମେ ହାଲିଆ ହୋଇଯାଉଛ ଟିକିଏ ବିଶ୍ରାମ ନେଇ ପୁଣି ଲକ୍ଷ ହାସିଲ କରିବାକୁ ଲାଗିପଡ; ହାର ମାନ ନାହିଁ। ହାରିଯିବା କାପୁରୁଷତା।

      

ଦୁନିଆରେ ସବୁଠାରୁ ସୁନ୍ଦର ଗଛ ହେଉଛି ବିଶ୍ୱାସ….

ଯାହା ମାଟିରେ ନୁହେଁ ହୃଦୟରେ ଲଗା ଯାଇଥାଏ….

Related Post

Leave a Reply

Your email address will not be published. Required fields are marked *

You Missed