Spread the love

ବମ୍ବେ ହାଇକୋର୍ଟଙ୍କ ଟିପ୍ପଣୀ, ଯୁବତୀଙ୍କୁ ଥରେ ପିଛା କରିବା ଅପରାଧ ନୁହେଁ

କୌଣସି ଯୁବତୀଙ୍କୁ ଥରେ ପିଛା କରିବା ଆଇପିସି ଧାରା ୩୫୪(ଡି) ଅନୁସାରେ ପିଛା କରିବା ଶ୍ରେଣୀରେ ଆସୁନାହିଁ । ଆଇନ ଅନୁସାରେ ବାରମ୍ବାର ପିଛା କରିବା ହିଁ ଅପରାଧ ବିବେଚିତ ହେବ । ବମ୍ବେ ହାଇକୋର୍ଟ ଏକ ମାମଲାର ରାୟ ପ୍ରଦାନ କରି ଏହା କହିଛନ୍ତି ।

ବିଚାରପତି ଜି ଏ ସନପ ଯୌନ ଉତ୍ପୀଡ଼ନ ମାମଲାର ଦୁଇଜଣ ୧୯ ବର୍ଷୀୟ ଅଭିଯୁକ୍ତଙ୍କ ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *