Spread the love

କିମ୍ବଦନ୍ତୀ ପୁରୁଷ ରତନ ଟାଟା ଗଞ୍ଜାମର ଜାଗା ମିଶନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳର କିଛି ସ୍ମୃତି।
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରତନ ଟାଟାଙ୍କ ଅନ୍ତିମ ସଂସ୍କାର ହେବ ଦିନ ୧୦ରୁ ଅପରାହ୍ଣ ୩ଟା ୩୦ ଯାଏଁ ହେବ ଅନ୍ତିମ ଦର୍ଶନ ଦିନିକିଆ ଶୋକ ଘୋଷଣା କଲେ ଝାଡଖଣ୍ଡ ଓ ମହାରାଷ୍ଟ୍ର ସରକାର

ରତନ ଟାଟାଙ୍କ ଅନ୍ତିମ ଦର୍ଶନ କରିଛନ୍ତି ବରିଷ୍ଠ ବ୍ୟକ୍ତି ବିଶେଷ । ନେତା ମନ୍ତ୍ରୀଙ୍କ ସମେତ ବହୁ ଶିଳ୍ପପତି ଓ ସିନେ କଳାକାର ସ୍ବଗର୍ତ ରତନ ଟାଟାଙ୍କ ଶେଷ ଦର୍ଶନ କରିଛନ୍ତି

Leave a Reply

Your email address will not be published. Required fields are marked *