Spread the love

ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶାରେ ମତଦାନ ଓ ଗଣତିକୁ ନେଇ ଅନେକ ଅସମାହିତ ପ୍ରଶ୍ନ ସାମ୍ନାକୁ ଆସିଛି। ଅନେକ ବିଧାନସଭା ଓ ଲୋକସଭା ଆସନରେ ମତଦାନ ତୁଳନାରେ ଭୋଟ୍ ଗଣତି ସଂଖ୍ୟା ଅଧିକ ରହିଛି।

ଏନେଇ ଦଳର ସାଂସଦମାନେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦୃଷ୍ଟି ଆକର୍ଷଣ କରିଛନ୍ତି। ସାଧାରଣରେ ପ୍ରଶ୍ନ ଉଠୁଛି କେମିତି ବଢ଼ିଲା ଭୋଟ୍ ପ୍ରତିଶତ?

ନିର୍ବାଚନ କମିଶନଙ୍କୁ ବିଜେଡି ପ୍ରତିନିଧିମଣ୍ଡଳୀ ଦେଇଥିବା ଚିଠିକୁ ପଢି ପୁରା ତଥ୍ୟ ଜାଣନ୍ତୁ।

Leave a Reply

Your email address will not be published. Required fields are marked *