ବିଷ୍ଣୁ ସେଠୀ ଡିସେମ୍ବର ୧୧ରୁ ୧୩ ଦିଲ୍ଲୀରେ ଥିଲେ।
ଓଡ଼ିଶା ଭବନ ଭଙ୍ଗାଯାଇ କାମ ଚାଲିଥିବାରୁ ଅଶୋକ ହୋଟେଲରେ ଦୁଇ ଦିନ ଦୈନିକ ମାତ୍ର ₹୧୨୦ରେ ରହିଲେ।
(ଦିନକ ପାଇଁ ଅଶୋକ ହୋଟେଲ ସୁଇଟ/ ରୁମ ଚାର୍ଜ ପ୍ରାୟ ୧୦ ହଜାରରୁ ₹୨୦ ହଜାର ପଡ଼େ)