Spread the love

କଟକ ମେରିଆଵଜାର କେଶର ପୁର ରେ ଅଷ୍ଟପ୍ରହରୀ ନାମ ଯଜ୍ଞ !

କଟକ :(ଦର୍ଶନ ସମୀକ୍ଷା)ପ୍ରକାଶ କୁମାର ବେଉରା :ଦୀର୍ଘ ଷୋଳ ବର୍ଷ ରୁ ଉର୍ଦ୍ଧ ହେଲାଣି ଚାରିଦିନ ବ୍ୟାପି କଟକ ମେରିଆବଜାର,କେଶରପୁର ରେ ଅଷ୍ଟ୍ରପ୍ରହରୀ ନାମଜଜ୍ଞନ ଅନୁଷ୍ଠିତ ହୋଇଯାଇଅଛି.

ଉକ୍ତ ଚାରି ଦିନରେ ଆଖ ପାଖ ଆଠ ଦଶଟି ସାହି ବସ୍ତି ର ଲୋକମାନଙ୍କର ସହ ସହ ଭକ୍ତଙ୍କ ଜନ ସମାଗମ ଲାଗି ରୁହେ, ମନ୍ତ୍ର ସ୍ରୋତରେ ଘଣ୍ଟ ଘଣ୍ଟା ହୁଳହୁଳି, ଭଜନ ସଂକକ୍ରୀତନ ଧୁନୀରେ ଭକ୍ତି ଭରା ନିଆରା ପରିବେଶ ସୃଷ୍ଟି ହୋଇଥିଲା. ଅନେକ ସାଧୁ ସନ୍ଥ, ସନାତନୀ ଯୋଗଦାନ କରିଥିଲେ. ଆଖ ପାଖ ଆଠ ଦଶ ସାହିର ବାସିନ୍ଦା ମୁରବୀ ବୟସ୍କ ଯୁବକ ସଙ୍ଗ କୁନି କୁନି ପିଲା ପରିବାର ବର୍ଗଙ୍କ ସହ ଯୋଗଦାନ କରି ଥିଲେ !ଶେଷରେ ପ୍ରସାଦ ସେବନ କରି କରାଯାଇଥିଲା.ମୁଖ୍ୟଅତିଥି ଭାବେ ଲଲାଟେନ୍ଦୁ ବଡୁ, ଏବଂ ସାମ୍ବାଦିକ ସଙ୍ଘ ସଭାପତି ଡ଼ଃ ରମଣି ନିରଞ୍ଜନ ଦାସ, ଦେବାଶିଷ ଦାସ,ସୁଧୀର ଶତପଥୀ ପ୍ରମୁଖ ଯୋଗଦାନ କରିଥିଲେ !

Leave a Reply

Your email address will not be published. Required fields are marked *

You Missed