Spread the love

ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଆ ଅସ୍ମିତା ଉପରେ ଆଜି ପ୍ରଶ୍ନ ଚିହ୍ନ ଲାଗିଛି କହିଲେ ଧର୍ମେନ୍ଦ୍ର
‘ନେତୃତ୍ବ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ କଣ କେହି ମିଳୁନାହାନ୍ତି’
‘ନିଜ ଦଳରେ କୌଣସି ମନ୍ତ୍ରୀ, ବିଧାୟକ କଣ ତାଙ୍କୁ ମିଳିଲେ ନାହିଁ’
-‘ଗୋଟେ ଅଫିସରଙ୍କ କୋଟେରୀକୁ ଶାସନ ପାଇଁ ଦାୟିତ୍ବ ଦେଇଦେଲେ’
-‘ରଥଯାତ୍ରା ନକରିବାକୁ କିଏ ସୁପ୍ରିମକୋର୍ଟରେ ମାମଲା କରିଥିଲା’
-ସୁପ୍ରିମକୋର୍ଟରେ ସରକାରଙ୍କ ସତ୍ୟପାଠ କଣ ରହିଥିଲା- ଧର୍ମେନ୍ଦ୍ର
-‘ମୁଖ୍ୟମନ୍ତ୍ରୀଙ୍କର ନୈତିକତା ଥିଲେ, ନିଜେ ଏହାର ଉତ୍ତର ରଖନ୍ତୁ’
-‘ଏବେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ସବୁଠାରୁ ଲୋକପ୍ରିୟ ନେତା’-‘୬ ତାରିଖରେ ପ୍ରଧାନମନ୍ତ୍ରୀ ପ୍ରଚାର ଆରମ୍ଭ କରିବେ, ପ୍ରତି ଫେଜ୍‌ ପାଇଁ ଆସିବେ’
-‘ମୋଦିଙ୍କ ନେତୃତ୍ବରେ ଓଡ଼ିଶା ବିକାଶ ପାଇଁ ଦାୟିତ୍ବ ମିଳିବା ବିଶ୍ବାସ’
-‘ଓଡ଼ିଶାରେ ୨୧ରୁ ୨୧ ଲୋକସଭା ଜିତିବୁ ବୋଲି ଦୃଢ଼ ବିଶ୍ବାସ’
-‘ଓଡ଼ିଶାରେ ଏଥର ଭାରତୀୟ ଜନତା ପାର୍ଟିର ସରକାର ହେବ’

Related Post

Leave a Reply

Your email address will not be published. Required fields are marked *

You Missed