Spread the love

ଆଶ୍ରମରୁ ବାବାଙ୍କୁ ଉଠାଇନେଲା_ପୋଲିସ -ଆଠଗଡ଼: ଆଶ୍ରମରୁ ବାବାଙ୍କୁ ଉଠାଇନେଲା ଢେଙ୍କାନାଳ ପୋଲିସ
ତିଗିରିଆ ଥାନା ବାହାରବିଲା ଆଶ୍ରମରୁ ମହନ୍ତଙ୍କୁ ଉଠାଇନେଲା

ଢେଙ୍କାନାଳ ଭାପୁର ଅଞ୍ଚଳର ଯୁବତୀଙ୍କୁ ଅପହରଣ ଅଭିଯୋଗରେ ଉଠାଇଲା
ଚଢ଼ାଉ ବେଳେ ବାବାଙ୍କ ଗାଡ଼ିରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ
ଯୁବତୀଙ୍କ ସହ ବାବାଙ୍କ ଆପତ୍ତିଜନକ ଫଟୋ ମଧ୍ୟ ଜବତ କଲା ପୋଲିସ

Leave a Reply

Your email address will not be published. Required fields are marked *