Spread the love

କଟକ :(ଦର୍ଶନ ସମୀକ୍ଷା ) ଆଜି ମହାନଗର ଦକ୍ଷିଣାଞ୍ଚଳ ନାଗରିକ ସମିତି ତରଫରୁ CMC କମିଶନରଙ୍କ ଉଦ୍ଦେଶ୍ୟରେ ଚାରି ୱାର୍ଡରେ ନାଳ ନିର୍ମାଣ ପାଇଁ ପୁନଶ୍ଚ ଦାବୀପତ୍ର ଦିଆଗଲା
ଦୀର୍ଘ ଦିନଧରି ଅବହେଳିତ ୪ ଟି ୱାର୍ଡରେ ନାହିଁ ନଥିବା ଦୁର୍ଦ୍ଦଶାର କେବେ ଅନ୍ତହେବ
ତାହା ଭଗବାନଙ୍କୁ ଜଣା । ଏହି
୫୬,୫୭,୫୮ ଓ ୫୯ ୱାଡ଼ର୍
ଅବସ୍ଥା ସଙ୍କଟାପନ୍ନ ବିଶେଷ କରି ବର୍ଷା ଦୀନ ମାନଙ୍କରୋ।

ଆଜି ପୂନର୍ବାର ସି ଏମ୍ ସି ଆଗରେ ଦକ୍ଷିଣାଞ୍ଚଳ ନାଗରିକ ସମିତି ପୂର୍ବ ଦାବି କୁ ଦୋହରାଇ
ଛନ୍ତି। ନାଗରିକ ସମିତି ବର୍ଯ୍ୟଜଳ ନିଷ୍କାସନ ନିମିତ୍ତ
କୈାଣସି ପଦକ୍ଷେପ ନ ନେବାରୁ
ଧାରଣା ରେ ବସି ଥିବା ପ୍ରତିନିଧି
କମିସନ ନ ଥିବାରୁ ଆଡିସିନାଲ
କମିସନ କୁ ଦାବି ପତ୍ର ପ୍ରଦାନ କରିଥିଲେ। ଆଗାମୀ ଦିନରେ
ଯଦି ଡେର୍ଣ୍ଣ କାର୍ଯ୍ୟ ନ ହୁଏ ୪ଟି
ୱାଡ଼ର୍ ହଜାର ହଜାର ନାଗରିକ ଅହୋରାତ୍ର ଗଣଧାରଣା ସାମିଲ ହେବେ
ବୋଲି ଡଃ ବ୍ରଜ କିଶୋର ନାୟକ ଆମ ପ୍ରତିନିଧିଙ୍କୁ କହିଛନ୍ତି।

Leave a Reply

Your email address will not be published. Required fields are marked *