Spread the love

1962ରେ କେନ୍ଦ୍ରଠାରୁ ଅନୁମତି ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଦ୍ବାରା ପାରାଦୀପ ବନ୍ଦରର ଶିଳାନ୍ୟାସ କରାଇଲେ,

ଆଉ ଏହି ପ୍ରକଳ୍ପକୁ ପରେ ନିୟମିତ କରି କେନ୍ଦ୍ରରୁ ଅଧିକ ଅନୁଦାନ ଆଣିଲେ। ତାଙ୍କର ଏଭଳି କାର୍ଯ୍ୟକୁ ବିରୋଧ କରି ସେତେବେଳେ ହରେକୃଷ୍ଣ ମହତାବ, ଆର ଏନ ସିଂହଦେଓ, ସୁରେନ୍ଦ୍ର ଦ୍ବିବେଦୀ ଖବରକାଗଜରେ ବିବୃତି ଦେଲେ-

ପାରାଦୀପ ବନ୍ଦର କଳ୍ପନା ବିଜୁ ବାବୁଙ୍କର ଏକ ପ୍ରହସନ, ଏହାକୁ ଯୋଜନା କମିଶନ ଅନୁମୋଦନ ଦେଇନାହାନ୍ତି, ପ୍ରଧାନମନ୍ତ୍ରୀ ନେହରୁ ଶୁଭ ଦେବା ଅସୀମୀଚୀନ!

ପୁସ୍ତକ: ସ୍ମୃତି ଓ ଅନୁଭୂତି (ଲେଖକ: ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ, ପୃଷ୍ଠା-350-353)

Leave a Reply

Your email address will not be published. Required fields are marked *

You Missed