Spread the love

ଅନ୍ତରଜାତିକ ମହିଳା ଦିବସ
ନାରୀ ଶକ୍ତି, ନାରୀ ପ୍ରଗତୀ, ତେଵେ ହେଵ ଯାଇ ରାଜ୍ୟ ଉନ୍ନତ୍ତି
_-+————-++++++
ରାଜ୍ୟର ଅଗ୍ରଣୀ ସମାଜସେଵା ଅନୁଷ୍ଠାନ ଓଡିଶା ଵିକାଶ ମହାମଞ୍ଚ , ରାଜ୍ୟ ସମାଜସେଵୀ ଓ ସାମ୍ଵାଦିକ ମହାସଂଘ ତଥା ଉତ୍କଳମଣୀ ଵିଦ୍ୟାମନ୍ଦିର, ଶୈଳଶ୍ରୀ ଵିହାର ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଆସନ୍ତା ମାର୍ଚ୍ଚ ମାସ ଆଠ ତାରିଖ ଶନିଵାର ଅପରାହ୍ନ ୩ ଘଣ୍ଟା ସମୟରେ ଅନ୍ତର୍ଜାତୀୟ ମହିଳା ଦିବସ ମହାସମାରୋହ ଶୈଳଶ୍ରୀଵିହାର ସ୍ଥିତ ଉତ୍କଳ ଵିଦ୍ୟା ମନ୍ଦିର ପରିସରେ ମହା ସମାରୋହରେ ଅନୁଷ୍ଠିତ ହେଵ । ଏହି ଶୁଭ ଅଵସରରେ ନାରୀଜାଗୃତି ସଂପର୍କୀତ ଏକ ମନୋଜ୍ଞ କଵିତା ଆସର , ମହିଳା ସଶକ୍ତିକରଣ ଉପରେ ଆଲୋଚନା ଚକ୍ର ଓ ମହିୟସୀ ମହିଳା ମାନଙ୍କ ନିମନ୍ତେ ସମ୍ଵ୍ରର୍ନଦ୍ଧନା ପର୍ଵ ଇତ୍ୟାଦି ପାଳିତ ହେଵ । ଏହି ମନୋଜ୍ଞ କାର୍ଯ୍ୟକ୍ରମରେ
ସ୍ଥାନୀୟ କରପୋରେଟର ଶ୍ରୀମତୀ ପ୍ରିତୀନନ୍ଦା ରାଉତରାୟ , ମୁଖ୍ୟ ଅତିଥି,
ରୁପାୟନ ଅନୁଷ୍ଠାନର ସଭାନେତ୍ରୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳୀ ରାୟ‌ ,
ଵିଶଷ୍ଟ ଶିଳ୍ପପତି ଓ ସମାଜସେଵୀ ଶ୍ରୀମତୀ ସୋନାଲୀ ଦାଶ, ସମ୍ମାନୀତ ଅତିଥି
ଉତ୍କଳମଣୀ ଵିଦ୍ୟା ମନ୍ଦିରର ପ୍ରତିଷ୍ଠାତ୍ରୀ ଅଧ୍ୟକ୍ଷା ସୁଶ୍ରୀ ରାଵୟା ଵେଗମ ମୁଖ୍ୟ ବକ୍ତା ଭାଵରେ ଯୋଗଦାନ କରିଵେ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମାଜସେଵୀ ଓ ସାମ୍ଵାଦିକ ମହାସଂଘର ସଭାନେତ୍ରୀ ଓ ଵିଶିଷ୍ଟ କ୍ୟାନସର କାଉନସେଲର ଡକ୍ଟର ଜ୍ୟୋତି କର ସଭାପତିତ୍ୱ କରିଵେ ।

ସଭା ପରିଚାଳନା , ଅତିଥି ପରିଚୟ ଓ ସ୍ୱାଗତ ବକ୍ତଵ୍ୟ ପ୍ରଦାନ କରିବେ, ଓଵିଏମ ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀମତୀ ଅଞ୍ଜନା ସାହୁ ।

ଏହି କାରମ୍ୟକ୍ରମରେ ଏକ ସ୍ୱଲିଖିତ କଵିତା ସହ ଯୋଗ ଦେଵାକୁ ସଦୟ ନିଵେଦନ କରୁଅଛୁ ।
।‌ଆପଙ୍କର ଵିଶ୍ୱସ୍ତ
ସୁଶ୍ରୀ ରାଵୟା ଵେଗମ , ଅଧ୍ୟକ୍ଷା, ଉତ୍କଳମଣୀ ଵିଦ୍ୟାମନ୍ଦିର
ଡକ୍ଟର ଜ୍ୟୋତି କର ,ରାଜ୍ୟ ସମାଜସେଵୀ ଓ ସାମ୍ଵାଦିକ ମହାସ୍ଂଘ,ଭୁଵନେଶ୍ୱର ଓ ଶ୍ରୀମତୀ ଅଞ୍ଜନା ସାହୁ ଓଢିଶା ଵିକାଶ ମହାମଞ୍ଚ ଖୋରଦ୍ଧା ଜିଲ୍ଲା ସଭାପତି
କାର୍ଯ୍ୟସୂଚୀ
———-+—
ସମୟ ଅପରାହ୍ନ ଘ୩ ,୩୦ ମିନିଟ ରୁ ୪ ଘଣ୍ଟା – କଵିତା ପାଠ
ସମୟ ଘ ୪ ଣ୍ଟା ରୁ ଘ ୫.୩୦ ମିନିଟ – ଆଲୋଚନା ଚକ୍ର‌ ଓ ସାଧାରଣ ସଭା
ସମୟ ୫ ଘଣ୍ଟା ୩୦ ରୁ ୬ ଘଣ୍ଟା ଵିଶଷ୍ଟ ମହିଳା ପ୍ରତିଭାମାନଙ୍କୁ ସମ୍ଵର୍ଦ୍ଧନା

ସମ୍ଵର୍ଦ୍ଧିତ ପ୍ରତିଭା

Leave a Reply

Your email address will not be published. Required fields are marked *