କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
BSKY ଯୋଜନା ଭଲ କି ପଚାରିଲେ ନବୀନ
ମିଶନ ଶକ୍ତି , ମମତା ଯୋଜନା ଭଲ କି ପଚାରିଲେ
ଲକ୍ଷ୍ମୀ ବସ୍ ଭଲ କି ବୋଲି ପଚାରିଲେ ନବୀନ
ଚାଷୀର କାଳିଆ ଯୋଜନା , ପଲାଙ୍କ ବୃତ୍ତି ଭଲ କି
ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ : ମୁଖ୍ୟମନ୍ତ୍ରୀ!.
ବିରୋଧୀ ମିଛ କଥା କହୁଛନ୍ତି: ମୁଖ୍ୟମନ୍ତ୍ରୀ
ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ମୁଖ୍ୟମନ୍ତ୍ରୀ
ଶଙ୍ଖ ଚିହ୍ନ ଓ ବିଜେଡିକୁ ଆଶୀର୍ବାଦ କରିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!.
କେନ୍ଦୁଝରରେ ଭିକେ ପାଣ୍ଡିଆନଙ୍କ ପ୍ରଚାର
ଧରଣୀଧର ମେଡିକାଲ କଲେଜ କିଏ କରିଛନ୍ତି???’
‘ଆଦିବାସୀ ଭାଇ ଭଉଣୀଙ୍କ ପାଇଁ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ’
-ଆଦିବାସୀଙ୍କ ପାଇଁ STC ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ’
‘ଆଦିବାସୀଙ୍କ ୫୦ ହଜାର ମାମଲା ପ୍ରତ୍ୟାହର କରିଛନ୍ତି’!.
‘ଆଦିବାସୀଙ୍କ ପାଇଁ ‘ଲାଭ’ ଯୋଜନା କରିଛନ୍ତି CM’
‘ବିରୋଧୀ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷା କହୁଛନ୍ତି’
ମୁଖ୍ୟମନ୍ତ୍ରୀ ଶପଥ ନେଲେ ତିନୋଟି ଦସ୍ତଖତ କରିବେ’
‘ବିଜୁଳି ବିଲ୍ ଛାଡ଼ , BSKY ଓ ମିଶନ ଶକ୍ତି ପେନସନ ପାଇଁ’
BJP ମାଗଣା ବିଜୁଳି ଦେବ କହି ଦିନରେ ଲଣ୍ଠନ ଦେଖାଉଛି’!.