ନବୀନ ସରକାର ଆଉ ଆସିବାର ନାହିଁ- ଶାହ
-ଆଉ ନବୀନ ବାବୁ ଆସିବାର ନାହିଁ କହିଲେ ଶାହ
-ନବୀନଙ୍କର ଆଉ ଆବଶ୍ୟକତା ନାହିଁ- ଶାହ
-ଓଡ଼ିଶା ଲୋକ ନବୀନଙ୍କୁ ଟାଟା , ବାଏ ବାଏ କହିଲେଣି
-ଓଡ଼ିଶାରେ ଏବେ ବିଜେପି ସରକାର ଗଠନ ହେବାକୁ ଯାଉଛି!.
ଆୟୁଷ୍ମାନ ଭାରତ ଲାଗୁ କରୁନାହାନ୍ତି ନବୀନ
-ନବୀନ ଭାବୁଛନ୍ତି ଏହାକୁ ଲାଗୁ କଲେ ତାଙ୍କ ଲୋକପ୍ରିୟତା କମିବ
-ଜୁନ୍ ୪ରେ ନବୀନ ବାବୁ ଯାଉଛନ୍ତି , ବିଜେପି ସରକାର ଆସୁଛି
-ନବୀନ ବାବୁ ଓଡ଼ିଶାକୁ ୫୦ ବର୍ଷ ପଛକୁ ନେଇ ଯାଇଛନ୍ତି
-ଓଡ଼ିଶାରେ ଚାଷୀଙ୍କ ଆୟ , ସାରା ଦେଶରେ ସର୍ବନିମ୍ନ!.
-ଶାଗମାଛ ଦରରେ ଧାନ ବିକୁଥିବାରୁ ଓଡ଼ିଶା ଚାଷୀଙ୍କ ଆୟ ବଢୁନି
-ଛତିଶଗଡ଼ ଭଳି ଓଡ଼ିଶାରେ ୩୧ଶହ ଟଙ୍କାରେ ଧାନ କିଣାଯିବ
-ନବୀନ ସରକାର ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳ ବନାଇବାକୁ ଲାଗିଛନ୍ତି
-ଶ୍ରୀମନ୍ଦିର ୪ ଦ୍ବାର ଖୋଲୁନାହାନ୍ତି , ଶ୍ରଦ୍ଧାଳୁ ହଇରାଣ ହେଉଛନ୍ତି
-ଓଡ଼ିଶାରେ ବିଜେପି ସରକାର ଆସିବା କ୍ଷଣି ଶ୍ରୀମନ୍ଦିର ୪ ଦ୍ବାର ଖୋଲାଯିବ!.
ରତ୍ନଭଣ୍ଡାର ଅରିଜିନାଲ ଚାବି କୁଆଡ଼େ ଗଲା , ଡୁପ୍ଲିକେଟ ଚାବି କିଏ ତିଆରି କଲା
-ଡୁପ୍ଲିକେଟ ଚାବିରେ ରତ୍ନଭଣ୍ଡାର ଖୋଲା ଯାଇଛି କି ନାହିଁ
-ରତ୍ନଭଣ୍ଡାର କମିଶନ ରିପୋର୍ଟ ବିଜେପି ଆସିଲେ ୬ ଦିନରେ ସାର୍ବଜନୀନ ହେବ!.
ଅଣଓଡ଼ିଆ ଚଳାଉଛନ୍ତି ସରକାର- ଶାହ
-ନବୀନ ବାବୁ ସରକାର ଚଳାଉଛନ୍ତି କି ପ୍ରଶ୍ନ କଲେ ଶାହ
-ଏଠାରେ ବାବୁମାନେ ସରକାର ଚଳାଉଛନ୍ତି- ଶାହ
-ଯଦି ବାବୁଙ୍କୁ ଦେବାର ଥିଲା , ଓଡ଼ିଆ ବାବୁଙ୍କୁ ହେଲେ ଦେଇଥାନ୍ତେ
-ନବୀନ ୱାନ୍ ନେସନ , ୱାନ୍ ରାସନ କାର୍ଡ କରୁନାହାନ୍ତି
-ରାସନ ହଡ଼ପ କରିବା ଲକ୍ଷ୍ୟରେ ତାଙ୍କ ବାବୁମାନେ ଏହା ଲାଗୁ କରୁନାହାନ୍ତି!.
-ବିଜେପି ସରକାର ଆସିଲେ ୱାନ୍ ନେସନ ୱାନ୍ ରାସନ କାର୍ଡ ଲାଗୁ ହେବ
-୫ ବର୍ଷ ବିଜେପିକୁ ଦିଅନ୍ତୁ , ଓଡ଼ିଶାର କେହି ରୋଜଗାର ପାଇଁ ବାହାରକୁ ଯିବେନି
-ଓଡ଼ିଶାରେ ପାଣିର ଭଣ୍ଡାର ଅଛି , ଜଳସେଚନ ବ୍ୟବସ୍ଥା ନାହିଁ!.-ବିଜେପି ଆସିଲେ ବ୍ୟାପକ ଜଳସେଚନ ବ୍ୟବସ୍ଥା କରାଯିବ
-ଆଖୁ ଚାଷୀଙ୍କୁ ସମୃଦ୍ଧ କରିବା ବ୍ୟବସ୍ଥା କରିବ ବିଜେପି
-ଗଂଜାମ ନବୀନ ବାବୁଙ୍କ ଜିଲ୍ଲା , ହେଲେ ଏଠାରେ ଗୋଟିଏ ବି କାରଖାନା ବସିନି
-ଆମକୁ ଜିତାନ୍ତୁ , ଗଂଜାମକୁ ଦେଶର ନମ୍ବର ୱାନ୍ ଜିଲ୍ଲା କରାଯିବ
-ଗରିବଙ୍କ ଚିଟ୍ଫଣ୍ଡ ଟଙ୍କା ଖାଇଥିବା ଲୋକଙ୍କୁ ସାବାଡ଼ କରାଯିବ
-୧୮ ମାସ ମଧ୍ୟରେ ସେଭଳି ଲୋକଙ୍କୁ ଓଲଟା ଲଟକାଇ ସିଧା କରାଯିବ!.