Spread the love

ତ୍ବରିତନ୍ୟାୟମୂଳ_ଲକ୍ଷ୍ୟ- ଡିଜିପି!.
ନୂଆ ଅପରାଧିକ ଆଇନ ନେଇ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ସୂଚନା
ତ୍ନରିତ ନ୍ୟାୟ ପ୍ରଦାନ ଆଇନର ମୂଳ ଲକ୍ଷ୍ୟ କହିଲେ ପୋଲିସ ଡିଜି
ପୂର୍ବ ଆଇନରେ ଦେଶ ପ୍ରଥମ ଥିଲା, ଏବେ ବ୍ୟକ୍ତିଙ୍କୁ ପ୍ରାଥମିକତା
ସମାଜର ସବୁ ବର୍ଗର ବ୍ୟକ୍ତି ଯେମିତି ନ୍ୟାୟ ପାଇବେ, ଆଇନରେ ବ୍ୟବସ୍ଥା
ଜଣେ ବ୍ୟକ୍ତି ଯେକୌଣସି ଥାନାରେ ଏଣିକି ଏତଲା ଦେଇପାରିବେ
ଯେକୌଣସି ଥାନାରେ ଏତଲା ଦେବାକୁ ଜିରୋ ଏଫ୍‌ଆଇଆର୍‌ ବ୍ୟବସ୍ଥା ରହିଛି
ଜଣେ ବ୍ୟକ୍ତି ଚାହିଁଲେ ମେଲ୍‌ରେ ଇ-ଏତଲା ମଧ୍ୟ ଦେଇପାରିବେ
-ତେବେ ୩ ଦିନ ମଧ୍ୟରେ ସଂପୃକ୍ତ ଥାନାରେ ପହଞ୍ଚି ଦସ୍ତଖତ କରିବାକୁ ପଡ଼ିବ
-୩ ଦିନ ଭିତରେ ନପହଞ୍ଚିଲେ ତାଙ୍କ ଅଭିଯୋଗକୁ ଗ୍ରହଣ କରାଯିବନି!.

Leave a Reply

Your email address will not be published. Required fields are marked *